Month: September 2025

ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ ନେଇ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ...

Read more

ପଛକୁ ପଛ ଦୁଇଟି ଲଘୁଚାପ, ଆଜିଠୁ ଭିଜିବ ଅଧା ଓଡ଼ିଶା

ପଛକୁ ପଛ ଦୁଇଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସକ୍ରିୟ ଥିବାବେଳେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଧୀରେ ...

Read more

ଆଇବ୍ରୋ ମୋଟା କରିବା ପାଇଁ ଚାହାଁନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପଚାର

ଯଦି ଆପଣଙ୍କର ଆଇବ୍ରୋ ପତଳା, ତେବେ ଆପଣ ଏହାକୁ ମୋଟା କରିବା ପାଇଁ କିଛି ଘରୋଇ ଜିନିଷ ବ୍ୟବହାର କରିପାରିବେ । ଆଜିକାଲି ଘନ ଏବଂ ସୁନ୍ଦର ...

Read more

ସମ୍ ହସ୍ପିଟାଲ୍‌ରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା ସମ୍ପନ୍ନ; ମୃତ୍ୟୁ ପରେ ବି ଅମର ହେଲେ ବବଲୁ ଧଳ

ଅଙ୍ଗଦାନ କରି ଅମର ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅନ୍ତର୍ଗତ ବରଦା ଗାଁର ୪୩ ବର୍ଷୀୟ ବବଲୁ ଧଳ। ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ...

Read more

ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ

ସଂଚାର ବ୍ୟୁରୋ: ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଆସନ୍ତାକାଲି ପର୍ଯ୍ୟନ୍ତ ...

Read more

ଦେଶରେ ବଢିବ ଏମବିବିଏସ ସିଟ୍ ସଂଖ୍ୟା

ସଂଚାର ବ୍ୟୁରୋ: ଦେଶରେ ବଢିବ ମେଡିକାଲ ଶିକ୍ଷା ଭିତ୍ତିଭୂମି। ବଢିବ ଏମବିବିଏସ ସିଟ୍ ସଂଖ୍ୟା। କେନ୍ଦ୍ର କ୍ୟାବିନେଟରେ ଏନେଇ ହୋଇଛି ନିଷ୍ପତ୍ତି। ରାଜ୍ୟ ମେଡିକାଲ କଲେଜ ଓ ...

Read more

ରାୟଗଡ଼ା ଏବଂ କଳାହାଣ୍ଡିରେ “ସୁସ୍ଥ ନାରୀ – ସଶକ୍ତ ପରିବାର” ଅଭିଯାନ ଅଧୀନରେ ବେଦାନ୍ତ ଆଲୁମିନିୟମ ମହିଳା ସ୍ୱାସ୍ଥ୍ୟସେବାକୁ ଆଗକୁ ବଢାଇଛି

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ "ସୁସ୍ଥ ନାରୀ ସଶକ୍ତ ପରିବାର" ଅଭିଯାନ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟସେବା ...

Read more

ବଲାଙ୍ଗୀର ଆଗଲପୁର ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ

ସଂଚାର ବ୍ୟୁରୋ: ବଲାଙ୍ଗୀର ଆଗଲପୁର ବ୍ଲକ ସମ୍ମୁଖରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ। l ଆଜି ଆନ୍ଦୋଳନର ତୃତୀୟ ଦିନ। ଖୋଲା ଆକାଶ ତଳେ ଖରା ବର୍ଷାରେ ...

Read more

ଆସନ୍ତା ୨୭ରେ ଓଡ଼ିଶା ଆସୁଛନ୍ତି ମୋଦି, ଝାରସୁଗୁଡ଼ାରେ ଜନସଭାକୁ ସମ୍ବୋଧନ କରିବେ…

ସଂଚାର ବ୍ୟୁରୋ: ୨୭ରେ ଆସୁଛନ୍ତି ମୋଦି । ଝାରସୁଗୁଡ଼ା ଆସି ଏକ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ାର ଅମଲିପାଲି ଠାରେ ଯୁବ ...

Read more
Page 5 of 26 1 4 5 6 26