Month: June 2025

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ମେଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ । ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ । କାର୍ଯ୍ୟ ବ୍ୟସ୍ତତାରେ ରହିବା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ...

Read more

ଏହି ଦିଗକୁ ମୁଣ୍ଡ କରି ଶୋଉଛନ୍ତି କି ? ଲାଗି ରହିବ ରୋଗ, ଧନର ଅଭାବ ଏବଂ ଅଶାନ୍ତି… ଦିନରେ ଶୋଉ ନାହାନ୍ତି ତ ?

ସଂଚାର ବ୍ୟୁରୋ: ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ଖାଇବା, ଶୋଇବା, ପାଠ ପଢିବା, ପୂଜା କରିବା ପାଇଁ ସଠିକ୍‌ ଦିଗର ବର୍ଣ୍ଣନା କରାଯାଇଛି । ସେହିଭଳି ଭୁଲ୍‌ ଦିଗରେ ...

Read more

ଆଗେଇ ଚାଲିଛି ମାଆ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ

ସଂଚାର ବ୍ୟୁରୋ: କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଆଗେଇ ଚାଲିଛି । ଆଜି ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ମନ୍ଦିର ...

Read more

ଶ୍ରୀମନ୍ଦିର ପ୍ରଶାସନକୁ ପଠା ହେଲା ଅହିଂସା ଟସରରେ ପ୍ରସ୍ତୁତ ବାସୁଙ୍ଗା ପାଟ

ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନକୁ ପଠା ହେଲା ଅହିଂସା ଟସରରେ ପ୍ରସ୍ତୁତ ବାସୁଙ୍ଗା ପାଟ । ଓଡିଶା ସମବାୟ ଟସର ଓ ରେଶମ ମହାସଂଘ ବା ସେରିଫେଡ୍ ...

Read more

ବିଏସ୍‌ଏଫ୍‌ ଯବାନଙ୍କୁ ଅପହରଣ ଅଭିଯୋଗ

ସଂଚାର ବ୍ୟୁରୋ: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଭାରତ ଓ ବଙ୍ଗଳାଦେଶ ସୀମାନ୍ତରୁ ବିଏସ୍‌ଏଫ୍‌ ଯବାନଙ୍କୁ ଅପହରଣ ଅଭିଯୋଗ । ଆଲୋଚନା ପରେ ଉଦ୍ଧାର ହେଲେ ଯବାନ ।ବାଂଲାଦେଶରୁ ...

Read more

ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର

ସଂଚାର ବ୍ୟୁରୋ: ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଆସାମ, ସିକ୍କିମ, ମଣିପୁର, ଅରୁଣାଚଳ ...

Read more

ଓଡ଼ିଶା ଶିଳ୍ପ ମାନଚିତ୍ରରେ ସ୍ଵତନ୍ତ୍ର ସ୍ଥାନ ପାଇବ ଗଞ୍ଜାମ; ୧୨ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସଂଚାର ବ୍ୟୁରୋ: ଶିଳ୍ପ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ନୂଆ ମାଇଲ ଖୁଣ୍ଟ ହାସଲ କରିବ । ଶିଳ୍ପ ପ୍ରତିଷ୍ଠାରେ ଏହି ଜିଲ୍ଲା ଅଗ୍ରଣୀ ଭୂମିକା ଗ୍ରହଣ କରି ...

Read more
Page 21 of 31 1 20 21 22 31