Month: May 2025

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ। ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା ୬୦ ହଜାର ଟଙ୍କା ...

Read more

ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୦ ଦିନ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ । ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଦକ୍ଷିଣ ଓଡିଶାର କିଛି ...

Read more

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍: ଚାଲିଗଲା ଦୁଇ ଜୀବନ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ୧୮ ନଂ ଜାତୀୟ ରାଜପଥ ବେତନଟୀ ଉପକଣ୍ଠ ଆଗ୍ରିଆ ବଡ଼ପୋଲଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ...

Read more

ବେଙ୍ଗାଲୁରୁ ବନାମ ପଞ୍ଜାବ : କିଏ ଜିତିବ ପ୍ରଥମ କ୍ବାଲିଫାୟର?

ଲକ୍ଷ୍ନୌଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୫ର ୭୦ତମ ତଥା ଶେଷ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ୬ ୱିକେଟ୍‌ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୨୮ ...

Read more

ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ସେଥିମଧ୍ୟରୁ ୪ ଜଣ ରାଜଧାନୀ ଭୁବନେଶ୍ବର ଓ ...

Read more

ବୃଦ୍ଧି ହେଲା ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ

ସରକାରଙ୍କ ବଡ଼ ନିଷ୍ପତି। ବୃଦ୍ଧି ହେଲା ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ। ମନ୍ତ୍ରୀ, ଅଫିସର ଓ VVIP ବ୍ୟବହାର କରୁଥିବା ଘରୋଇ ଗାଡ଼ି ଭଡ଼ା ...

Read more

ପୁରୀ ଯାଉଥିଲେ ଜାଣିରଖନ୍ତୁ: ଆଜି ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ଆଜି ୪ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଯୋଗୁଁ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ...

Read more

ଖରା ଦିନେ ପେଟକୁ ଥଣ୍ଡା ରଖିବ ଅଞ୍ଜିର ଜୁସ୍, ଶରୀରକୁ ମିଳିବ ତୁରନ୍ତ ଏନର୍ଜି

ସଂଚାର ବ୍ୟୁରୋ: ବର୍ତ୍ତମାନ ଚାଲିଛି ଗ୍ରୀଷ୍ମ ଋତୁ । ଏହି ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଏଥି ସହ ଲୋକମାନେ ମଧ୍ୟ ଚିନ୍ତାରେ ପଡିଲେଣି, ...

Read more
Page 8 of 62 1 7 8 9 62