Month: April 2025

ଖାକି ପୋଷାକ ପିନ୍ଧି ଠକାମୀ : ବନ୍ଧାହେଲେ ନକଲି ପୋଲିସ

ସଂଚାର ବ୍ୟୁରୋ: ଖାକି ପୋଷାକ ପିନ୍ଧି ଠକାମୀ । ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଦେଢ଼ଲକ୍ଷ ଟଙ୍କା ...

Read more

ମାର୍ଚ୍ଚ ସୁଦ୍ଧା ୨ ଶହ କୋଟି ଟଙ୍କାର ରାଜସ୍ବ ଆଦାୟ କଲାଣି ବିଏମସି

ସଂଚାର ବ୍ୟୁରୋ: ଭୁବନେଶ୍ବରରେ ବିଭିନ୍ନ ଉତ୍ସରୁ ରାଜସ୍ବ ଆଦାୟ କଲା ବିଏମସି । ୨୫୦ କୋଟିର ଟଙ୍କାର ରାଜସ୍ବ ଆଦାୟ ନେଇ ଟାର୍ଗେଟ ଥିବା ବେଳେ ମାର୍ଚ୍ଚ ...

Read more

ରୋଗିଣା ବାପାଙ୍କୁ ଦେଖିବାକୁ ଆସୁଥିବାବେଳେ ପୁଅର ମୃତ୍ୟୁ: ପୁଅର ମୃତ୍ୟୁ ଖବର ଶୁଣି ବାପାଙ୍କ ଚାଲିଗଲା ଜୀବନ

ସଂଚାର ବ୍ୟୁରୋ: ନିଷ୍ଠୁର ଦଇବ । ଗୋଟିଏ ଦିନରେ ନେଇଗଲା ବାପା ପୁଅଙ୍କ ଜୀବନ । ସୁଦୁର ସୁରଟରୁ କାର୍ଯ୍ୟରତ ପୁଅ ଚିକିତ୍ସିତ ରୁଗଣ ବାପାଙ୍କୁ ଦେଖିବା ...

Read more

ରାଜଧାନୀରେ ମଦ୍ୟପ କାର ମାଲିକଙ୍କ ଉନ୍ମତ୍ତକାଣ୍ଡ

ସଂଚାର ବ୍ୟୁରୋ: ରାଜଧାନୀରେ ମଦ୍ୟପ କାର ମାଲିକଙ୍କ ଉନ୍ମତ୍ତକାଣ୍ଡ। ହାତୀଆସୁଣୀ -ଉତ୍କଳ ହସ୍ପିଟାଲ ରାସ୍ତାରେ ଦୁର୍ଘଟଣା ଘଟାଇ ରାସ୍ତା ପାର୍ଶ୍ଵ ଲୁହା ବ୍ୟାରିକେଡ଼ ଭାଙ୍ଗି ପଶିଗଲା କାର। ...

Read more

ବ୍ରାଣ୍ଡେଡ଼ ଲୁହା ଛଡ଼ କିଣୁଥିଲେ ସାବଧାନ ! ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମନ୍ତ୍ରୀ

ସଂଚାର ବ୍ୟୁୂରୋ: ବ୍ରାଣ୍ଡେଡ଼ ଲୁହା ଛଡ଼ କିଣୁଥିଲେ ସାବଧାନ । ବଜାରରେ ବୁଲୁଛି ନାମୀଦାମୀ କମ୍ପାନୀ ନାଁରେ ନକଲି ଲୁହା ଛଡ଼ । ଦାମୀ ବ୍ରାଣ୍ଡ ନାଁରେ ...

Read more

ସମ୍ୱଲପୁର ଓ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ : ଶୂନ୍ୟକାଳରେ ଦାବି ଦୋହରାଇଲେ ପ୍ରଶନ୍ନ ଆଚାର୍ଯ୍ୟ

ସଂଚାର ବ୍ୟୁରୋ: ସମ୍ୱଲପୁର ଓ କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ ବୋଲି ଶୂନ୍ଯ କାଳରେ ଦାବି ଦୋହରାଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ...

Read more

ପ୍ରେମିକଠୁ ଟଙ୍କା ହଡ଼ପ ପାଇଁ ପ୍ରେମିକା ପଠାଇଥିଲା ଭଡ଼ାଟିଆ ଗୁଣ୍ଡା

ସଂଚାର ବ୍ୟୁରୋ: ଗାର୍ଲଫ୍ରେଣ୍ଡ ସାଜିଥିଲା କିଡନାପ ମାମଲାର ମାଷ୍ଟରମାଇଣ୍ଡ । ପ୍ରେମିକଠୁ ଟଙ୍କା ହଡ଼ପ ପାଇଁ ଭଡ଼ାଟିଆ ଗୁଣ୍ଡା ପଠାଇଥିଲା । ହେଲେ ପୁରା ଘଟଣାର ଭଣ୍ଡାଫୋଡ ...

Read more

ଅଧିକ କୀଟନାଶକ ବ୍ୟବହାର ଯୋଗୁଁଁ ବଢୁଛି କ୍ୟାନସର୍‌‌: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର : ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ...

Read more
Page 55 of 58 1 54 55 56 58