Month: September 2024

ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ବାଂଲାଦେଶ

ସଂଚାର ବ୍ୟୁରୋ: ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ ଘୋଷଣା କଲା ବାଂଲାଦେଶ । ପାକିସ୍ତାନ ଭଳି ଭାରତକୁ ଚେକ ଦେବାକୁ ପ୍ରସ୍ତୁତ ରହିଛି ବାଂଲାଦେଶ ...

Read more

କେନାଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସଂଚାର ବ୍ୟୁରୋ: କେନାଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ଗୁରୁବାର ସକାଳେ ନିଶ୍ଚିନ୍ତକୋଇଲି ବଜାର ନିକଟ ୮ ନମ୍ବର କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ...

Read more

ନୂଆ ଗାଇଡଲାଇନ୍ ଆଣିଲେ ମୋହନ ସରକାର, ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ

ସଂଚାର ବ୍ୟୁରୋ: ଚାକିରି ସରିବା ପରେ, ଅବସରପ୍ରାପ୍ତ ସରକାରୀ ବାବୁଙ୍କ ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଲେ ନୂଆ ଗାଇଡଲାଇନ୍। ପୁନଃ ନିଯୁକ୍ତି ପାଇବାକୁ ହେଲେ ...

Read more

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ ପୋଲିସ ପକ୍ଷରୁ ଆଲୋଚନା

ସଂଚାର ବ୍ୟୁରୋ; ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ...

Read more

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୋପାଳପୁର ବନ୍ଦରର ଇକ୍ୱିଟି ସେୟାର ଅଦାନି ଗ୍ରୁପକୁ ହସ୍ତାନ୍ତର ସମେତ ତିନୋଟି ...

Read more

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ

ସଂଚାର ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ...

Read more

ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

ସଂଚାର ବ୍ୟୁରୋ: ବାପା ସାଜିଲା ପୁଅର ହତ୍ୟାକାରୀ । ପୁଅକୁ ଟାଙ୍ଗିଆରେ ହାଣି ମାରିଦେଲା ବାପା । ପାରିବାରିକ କଳହରୁ ନାରକୀୟକାଣ୍ଡ । ଶୋଇଥିଲାବେଳେ ନିଜ ପୁଅକୁ ...

Read more

୩ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ସଂଚାର ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶେଷ। ୩ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବରେ ବାଜିଲା ମୋହର। ଅଗ୍ନିବୀରଙ୍କୁ ନେଇ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେହିପରି ବାପାଙ୍କ ...

Read more

ଉତ୍ତରପ୍ରଦେଶରେ ଥମୁନି ଗଧିଆ ଆତଙ୍କ, ପୁଣି ଜଣେ ମହିଳା ଆହତ

ସଂଚାର ବ୍ୟୁରୋ: ଉତ୍ତରପ୍ରଦେଶରେ ଥମୁନି ଗଧିଆ ଆତଙ୍କ । ବାହରାଇଚ୍ରେ ଏଯାବତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଉ ଏକ ...

Read more
Page 37 of 61 1 36 37 38 61