Month: August 2024

ଆସନ୍ତା କାଲିଠୁ ବଢିବ ବର୍ଷାର ପରିମାଣ

ସଂଚାର ବ୍ୟୁରୋ: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆସନ୍ତାକାଲି ଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ...

Read more

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ...

Read more

ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳ ମାନଙ୍କୁ ଫିଡ଼ବ୍ୟାକ ମାଗିଲେ ସରକାର

ସଂଚାର ବ୍ୟୁରୋ: ସୁଭଦ୍ରା ଯୋଜନାର ଏସଓପି ପାଇଁ ଜିଲ୍ଲାପାଳ ମାନଙ୍କୁ ଫିଡ଼ବ୍ୟାକ ମାଗିଲେ ରାଜ୍ୟ ସରକାର।ଗ୍ରାଉଣ୍ଡରେ ମହିଳାମାନଙ୍କ ଠାରୁ ଜନଅଡିଟ କରି ୧୪ ତାରିଖ ସୁଦ୍ଧା ଫିଡ଼ବ୍ୟାକ ...

Read more

ନବ ଦାସ ହତ୍ୟାକାଣ୍ଡର ବିଜେପି ସରକାର ଖୋଲିବେ ଗୁମର

ସଂଚାର ବ୍ୟୁରୋ: ଖୋଲିବା ଗୁମର, ବନ୍ଧାହେବେ ମାଷ୍ଟର ମାଇଣ୍ଡ। ବିଜେପି ସରକାର ଏହି ମାମଲାର ପୁନଃ ତଦନ୍ତ କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ଆଇନ ମନ୍ତ୍ରୀ ...

Read more

ନୀରାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ମନୁଙ୍କ ବାପା

ସଂଚାର ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ମନୁ ଓ ନୀରଜଙ୍କ ବିବାହ ହେବାକୁ ଯାଉଛି ...

Read more

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ

ସଂଚାର ବ୍ୟୁରୋ: ଆର ଏବଂ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜାଲାନ୍ସ ...

Read more

ଉଦ୍ଧାର ହେଲା କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ

ସଂଚାର ବ୍ୟୁରୋ: କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ କ୍ଷତବିକ୍ଷତ ମୃତଦେହ ...

Read more

ସେଲ୍ଫି ନେଇ ଜୀବନ ହାରିଲେ ଦମ୍ପତି

ସଂଚାର ବ୍ୟୁରୋ: ଜୀବନ ହାରିଲେ ଦମ୍ପତି। କରାଜରେ ବୁଡିଥିବା ଦମ୍ପତି ଆତ୍ମହତ୍ୟାକୁ ଶେଷ ପନ୍ଥା ବାଛିଛନ୍ତି । ଏପରି ଏକ ହୃଦୟ ବିଦାରକ ଘଟଣା ହରିଦ୍ୱାରରେ ଘଟିଛି। ...

Read more

ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ , ଖେଳି ପାରିବେନି ପ୍ରମୋଦ ଭଗତ

ସଂଚାର ବ୍ୟୁରୋ: ପାରାଅଲିମ୍ପିକରେ ଭାରତକୁ ଝଟକା। ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝଟକା । ବିଶ୍ବ ବ୍ୟାଡମିଣ୍ଟନ ଫେଡରେସନ ପ୍ରମୋଦଙ୍କୁ ଡୋପିଂ ସମ୍ବନ୍ଧୀୟ ...

Read more
Page 36 of 61 1 35 36 37 61