Month: August 2024

ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ସଂଚାର ବ୍ୟୁରୋ: ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହା ମଧ୍ଯରେ ଥିବା ଖାଲି ସିନ୍ଦୁକ ଓ ଆଲମିରାକୁ କରାଯିବ ସ୍ଥାନାନ୍ତରଣ । ଏଥିପାଇଁ ...

Read more

ଗୋଟିଏ ଦିନରେ ୧୦ ମିଲିୟନ ସବସ୍କ୍ରାଇବର: ରୋନାଲ୍ଡଙ୍କ ରେକର୍ଡ

ସଂଚାର ବ୍ୟୁରୋ: ଫୁଟବଲ୍ର ଦିଗଜ ଷ୍ଟାର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ୟୁଟ୍ୟୁବ୍ ଦୁନିଆରେ ଏଣ୍ଟ୍ରି କରିଛନ୍ତି। ସେ ୟୁଟ୍ୟୁବରେ ୟୁଆର୍ କ୍ରିଷ୍ଟିଆନୋ ନାମରେ ନିଜର ଚ୍ୟାନେଲ ତିଆରି କରିଛନ୍ତି। ...

Read more

କୋଲକାତା ଦୁଷ୍ମର୍ମ ଘଟଣା: ଜାଣନ୍ତୁ କଣ କହିଲେ ସୁପ୍ରିମକୋର୍ଟ

ସଂଚାର ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ଓ ହତ୍ଯା ଘଟଣା । କାର୍ଯ୍ଯରେ ଯୋଗ ଦେବା ଲାଗି ଡାକ୍ତରଙ୍କୁ ଅନୁରୋଧ ...

Read more

ପୂର୍ବ ଶତୃତାରୁ ହତ୍ୟାକାଣ୍ଡ

ସଂଚାର ବ୍ୟୁରୋ: ସମ୍ବଲପୁର ଧନୁପାଲି ହତ୍ଯାକାଣ୍ଡର ଛାନବିନ କରୁଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ଯାକାଣ୍ଡ ହୋଇଥିଲା। ଦୁଇ ଜଣଙ୍କ ଯୁକ୍ତି ...

Read more

ଭାପୁର ବ୍ଲକ ଅଧକ୍ଷ ପଦବୀ ପାଇଁ ଆଜି ହେବ ଉପ ନିର୍ବାଚନ

ସଂଚାର ବ୍ୟୁରୋ: ନୟାଗଡ଼ ଭାପୁର ବ୍ଲକ ଅଧକ୍ଷ ପଦବୀ ପାଇଁ ଆଜି ହେବ ଉପ ନିର୍ବାଚନ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ କଡାକଡ଼ି କରାଯାଇଛି । ...

Read more

ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନ

ସଂଚାର ବ୍ୟୁରୋ: ଆଜି ହେଉଛି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ତୃତୀୟ ଦିନ। ତେବେ ଗୃହ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ତାକୁ ନେଇ ସନ୍ଦେହ ...

Read more

ଭିଜିଲାନ୍ସ ଜାଲରେ ରେଞ୍ଜର

ସଂଚାର ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ ।  ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ...

Read more
Page 21 of 61 1 20 21 22 61