Monday, March 2, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୨୦୦ରୁ ଅଧିକ OAS ନବନିଯୁକ୍ତ ଅଧିକାରୀଙ୍କୁ ମିଳିଲା ପ୍ରଥମ ନିଯୁକ୍ତି

Sanchar Live by Sanchar Live
December 29, 2025
in ଓଡିଶା
0
୨୦୦ରୁ ଅଧିକ OAS ନବନିଯୁକ୍ତ ଅଧିକାରୀଙ୍କୁ ମିଳିଲା ପ୍ରଥମ ନିଯୁକ୍ତି
0
SHARES
113
VIEWS
FacebookTwitter

୨୦୦ରୁ ଅଧିକ OAS ନବନିଯୁକ୍ତ ଅଧିକାରୀଙ୍କୁ ମିଳିଲା ପ୍ରଥମ ନିଯୁକ୍ତି।   OAS ଅଧିକାରୀଙ୍କ ପ୍ରଶିକ୍ଷଣ ସରିବା ପରେ ପ୍ରଥମ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ୨୦୦ରୁ ଅଧିକ ନବନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଦସ୍ଥାପନ କରାଯାଇଛି ।

ଅଧିକାଂଶ ଅଧିକାରୀଙ୍କୁ ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟ ଓ ସବ୍ -କଲେକ୍ଟର କାର୍ଯ୍ୟାଳୟରେ ଉପ-କଲେକ୍ଟର କିମ୍ବା ତହସିଲଦାର ଭାବେ ନିଯୁକ୍ତ କରାଯାଇଛି। ଏହା ମାଧ୍ୟମରେ ସେମାନେ ଭୂମି ରେଭେନ୍ୟୁ, ବିପର୍ଯ୍ୟୟ ପରିଚାଳନା ଓ ମୂଳସ୍ତରର ପ୍ରଶାସନିକ କାର୍ଯ୍ୟରେ ପ୍ରାୟୋଗିକ ଅନୁଭବ ଲାଭ କରିପାରିବେ।

ଶ୍ବେତାଶ୍ରୀ ମହାପାତ୍ରଙ୍କୁ ଭଦ୍ରକର ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି। ପ୍ରଜ୍ଞା ପରଙ୍ଗମାଙ୍କୁ ଡେପୁଟି କଲେକ୍ଟର ଭୁବନେଶ୍ବର ଓ ବିକାଶ କୁମାର ସାହୁଙ୍କୁ ନୟାଗଡ଼ର ଡେପୁଟି କଲେକ୍ଟର, ରାଜୀବ ଲୋଚନ ଦୀକ୍ଷିତଙ୍କୁ ଜଗତସିଂହପୁର ଡେପୁଟି କଲେକ୍ଟର, ରୀତେଶ କୁମାର ପଣ୍ଡାଙ୍କୁ କେନ୍ଦୁଝରର ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି ।

ଖୋର୍ଦ୍ଧାର ଡେପୁଟି କଲେକଟର ଭାବେ ସଂଗ୍ରାମ କିଶୋର ଜେନା ଓ ନିବେଦିତା ରାଉତଙ୍କୁ ଡେପୁଟି କଲେକ୍ଟର ଢେଙ୍କାନାଳ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କିଛି ଅଧିକାରୀଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁ, ବାଣିଜ୍ୟ ଓ ପରିବହନ, ଜଳସମ୍ପଦ, ଗୃହ ଓ ସହର ଉନ୍ନୟନ ବିଭାଗ ସହିତ ଜଳସେଚନ ପ୍ରକଳ୍ପରେ ‘ସେବା ଅର୍ପିତ’ ଆଧାରରେ ନିଯୁକ୍ତ କରାଯାଇଛି ।

Tags: jobjoiningodisha
ShareTweetShareSend
Sanchar Live

Sanchar Live

Next Post
ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ଦ୍ବିତୀୟ ବିଜୟ

ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର କ୍ରମାଗତ ଦ୍ବିତୀୟ ବିଜୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା
  • ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ଏହି କାରଣରୁ ବିଜେଡ଼ରୁ ବିଦାହେଲେ ପ୍ରଭାତ ବିଶ୍ୱାଳ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.