Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୫ଟନ ବିସ୍ଫୋରକ ମାଓବାଦୀ ଲୁଟି ନେବା ମାମଲା: ସରଣ୍ଡା ଜଙ୍ଗଲରୁ ଅଢେଇ ଟନ ବିସ୍ଫୋରକ ଜବତ

Sanchar Live by Sanchar Live
June 2, 2025
in ଓଡିଶା
0
୫ଟନ ବିସ୍ଫୋରକ ମାଓବାଦୀ ଲୁଟି ନେବା ମାମଲା: ସରଣ୍ଡା ଜଙ୍ଗଲରୁ ଅଢେଇ ଟନ ବିସ୍ଫୋରକ ଜବତ
0
SHARES
8
VIEWS
FacebookTwitter

ସୁନ୍ଦରଗଡ଼ କେ ବଲାଙ୍ଗ ବାଙ୍କୋ ଅଞ୍ଚଳରୁ ମାଓବାଦୀ ୫ଟନ ବିସ୍ଫୋରକ ଲୁଟି ନେବା ଘଟଣାରେ ପୁଣି ସୁରକ୍ଷା ବାହିନୀକୁ ମିଳିଛି ସଫଳତା । ସରଣ୍ଡା ଜଙ୍ଗଲରୁ ଆଉ ଅଢେଇ ଟନ ବିସ୍ଫୋରକ ଉଦ୍ଧାର କରିଛି ସୁରକ୍ଷା ବାହିନୀ । ଓଡ଼ିଶା–ଝାଡଖଣ୍ଡ ପୋଲିସର ସର୍ଚ୍ଚ ଅପରେସନ ବେଳେ ଏହି ବିସ୍ଫୋରକର ସନ୍ଧାନ ମିଳିଥିଲା । ଝାଡଖଣ୍ଡ ଜରଲିପୋଷି ଥାନା ତିର୍ଲିପୋଷି ଜଙ୍ଗଲରୁ ଏହି ଅଢେଇ ଟନ ବସ୍ଫୋରକ ମିଳିଥିବାବେଳେ ଏହି ସମାନ ସ୍ଥାନରୁ ଗତ ଶୁକ୍ରବାର ମିଳିଥିଲା ଏକ କ୍ବିଣ୍ଟାଲ ବିସ୍ଫୋରକ । ଗତ ମଙ୍ଗଳବାର ରାତିରେ କେ. ବଲାଙ୍ଗ ବାଙ୍କୋ ଅଞ୍ଚଳରୁ ହୋଇଥିଲା ଏହି ବିସ୍ଫୋରକ ଲୁଟ । ୪୦ ରୁ ଅଧିକ ମାଓବାଦୀ ଲୁଟିନେଇଥିଲେ ବାରୁଦ ଭର୍ତ୍ତି ଟ୍ରକ । ସେହିଦିନଠାରୁ ଏନଆଇଏ, ସିଆରପିଏଫ, ସାଇଣ୍ଟିଫିକ ଟିମ ବିସ୍ଫୋରକ ସନ୍ଧାନ କରୁଥିଲେ । ୬ ଦିନରୁ ଅଧିକ ଦିନ ଧରି ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ଅନ୍ଯପଟେ ବାକି ବିସ୍ଫୋରକକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଗତକାଲି ୧୨ଟି ଲ୍ୟାଣ୍ଡମାଇନ ଆଇଡି ଅଚଳ କରାଯାଇଥିଲା । ଅନ୍ଯପଟେ ୪ ଦିନ ଧରି ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ-ମାଓବାଦୀ ଫାୟାରିଂ ଜାରି ରହିଛି ।

Tags: maoodisha
ShareTweetShareSend
Sanchar Live

Sanchar Live

Next Post
ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମାରେ ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.