Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଜୁନ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ, ଶୀଘ୍ର ସାରନ୍ତୁ କାମ

Sanchar Live by Sanchar Live
June 1, 2025
in ଭାରତ
0
ଜୁନ ମାସରେ ୧୨ ଦିନ ବ୍ୟାଙ୍କ ବନ୍ଦ, ଶୀଘ୍ର ସାରନ୍ତୁ କାମ
0
SHARES
12
VIEWS
FacebookTwitter

ପ୍ରତିମାସରେ ବ୍ୟାଙ୍କ କିଛି ପର୍ବପର୍ବାଣୀ ହେଉ ଅବା ଶନିବାର, ରବିବାର ବନ୍ଦ ରହିଥାଏ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରତି ମାସରେ ଛୁଟି ତାଲିକା ଘୋଷଣା କରିଥାଏ । ଜୁନ୍ ମାସରେ ବ୍ୟାଙ୍କ କାମ ରଖିଥିଲେ, ତୁରନ୍ତ ସାରିଦିଅନ୍ତୁ । ଜୁନରେ ରଜ ଏବଂ ରଥଯାତ୍ରା ରହିଥିବାରୁ ବ୍ୟାଙ୍କ ଛୁଟି ରହିଛି । ଜୁନ ମାସରେ ୧୨ ଦିନ ପାର୍ଇ ବ୍ୟାଙ୍କ ବନ୍ଦ ରହିଛି । ଏଥିରେ ୭ଟି ଛୁଟି ରିବାର ଏବଂ ଶନିବାର ରହିଥିବା ବେଳେ ଅନ୍ୟ ୫ଟି ଛୁଟି ଅଲଗା ରହିଛି । ବିଭିନ୍ନ ରାଜ୍ୟରେ ବିଭିନ୍ନ ପର୍ବପର୍ବାଣୀ ନେଇ ଭିନ୍ନ ଭିନ୍ନ ଛୁଟି ରହିଛି ।

ଜୁନର ଛୁଟି ତାଲିକା :

ଜୁନ୍ ୧ : ରବିବାର
ଜୁନ୍ ୬ : ଇଦ୍-ଉଲ-ଜୁହା
ଜୁନ୍ ୭ : ବକ୍ରି ଇଦ୍
ଜୁନ୍ ୮ : ରବିବାର
ଜୁନ୍ ୧୧ : ସନ୍ଥ କବୀର ଜନ୍ମଦିନ (ହିମାଚଳ ଓ ସିକ୍କିମରେ ବ୍ୟାଙ୍କ ବନ୍ଦ)
ଜୁନ୍ ୧୪ : ଦ୍ବିତୀୟ ଶନିବାର
ଜୁନ୍ ୧୫ : ରବିବାର
ଜୁନ୍ ୨୭ : ରଥ ଯାତ୍ରା (ଓଡିଶା ଏବଂ ମଣିପୁର)
ଜୁନ୍ ୨୯ : ରବିବାର
ଜୁନ୍ ୩୦ : ରେମନା ( ମିଜୋରାମ)ରେ ବ୍ୟାଙ୍କ ବନ୍ଦ

ତେବେ ଏହିସବୁ ଦିନ ବ୍ୟାଙ୍କ ଛୁଟି ସତେ୍ତ୍ୱ ଅନଲାଇନ ଏବଂ ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କ ସେବା ଲାଭ ଉଠାଇପାରିବେ । ବିନା କୌଣସି ସମସ୍ୟାରେ ଟଙ୍କା ଦେଣନେଣ କରିପାରିବେ । ଏଟିଏମ ସେବାର ଲାଭ ଉଠାଇପାରିବେ ।

Tags: bank closeindia
ShareTweetShareSend
Sanchar Live

Sanchar Live

Next Post
ବର୍ଷା ଓ ବନ୍ୟାରେ ଭାସୁଛି ଉତ୍ତର ପୂର୍ବାଞ୍ଚଳ: ୩୨ରୁ ଅଧିକ ଲୋକ ମୃତ

ବର୍ଷା ଓ ବନ୍ୟାରେ ଭାସୁଛି ଉତ୍ତର ପୂର୍ବାଞ୍ଚଳ: ୩୨ରୁ ଅଧିକ ଲୋକ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.