Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ରାଜଧାନୀରୁ ଠାବ ହେଲା ସନ୍ଦିଗ୍ଧ ବଙ୍ଗୀୟ ଯୁବକ, ରାଜ୍ୟ ବାହାରକୁ ପଠାଉଥିଲା ଗୋପନୀୟ ତଥ୍ୟ

Sanchar Live by Sanchar Live
August 17, 2024
in ଅପରାଧ
0
ରାଜଧାନୀରୁ ଠାବ ହେଲା ସନ୍ଦିଗ୍ଧ ବଙ୍ଗୀୟ ଯୁବକ, ରାଜ୍ୟ ବାହାରକୁ ପଠାଉଥିଲା ଗୋପନୀୟ ତଥ୍ୟ
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ଖୋଲୁଛି ଭୁବନେଶ୍ବର ସିମ୍ ବକ୍ସର ଗୁମର । ପ୍ରେସମିଟ କରି ପୋଲିସ କମିଶନରଙ୍କ ଟୋଟାଲ ଅପରେସନ ନେଇ ସୂଚନା ଦେଇଛନ୍ତି । ଏଠାକୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ ଫୋନ କଲ ଆସିବାରେ ବ୍ଯବହାର କରାଯାଉଥିଲା । ୧୦ଟି ଅପରେସନାଲ ସିମବକ୍ସ ଜବତ ହୋଇଥିବାବେଳେ ୨ଟି ଆକ୍ଟିଭ ଥିଲା । ଏସବୁ ମୁଖ୍ଯତଃ ସାଇବର ଫ୍ରଡରେ ବ୍ୟବହାର କରାଯାଉଥିଲା । ଏହାସହ ଆତଙ୍କୀ ଓ ଅନ୍ଯାନ୍ଯ କାମ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା । ଗତ ଅକ୍ଟୋବର ୨୧ରେ ମାଷ୍ଟରମାଇଣ୍ଡ ବାଂଲାଦେଶୀ ଆଶାଦ୍ଦୁର ଜମାନ ଭାରତ ଆସି ଓଡିଶାରେ ପହଞ୍ଚିଥିଲା । ବେଙ୍ଗଲର ରାଜୁ ମଣ୍ଡଳକୁ ଏଜେଣ୍ଟ କରି ଭୁବନେଶ୍ବରରେ ଅପରେସନ ଚଳାଇଥିଲା । ଲିଙ୍ଗରାଜ ହୋଟେଲରେ ରହି କେଶୁରାରେ ଭଡ଼ା ଘର ନେଇ ସିମବକ୍ସ ଅପରେସନ ଚାଲିଥିଲା । ବାଂଲାଦେଶୀ ମାଷ୍ଟରମାଇଣ୍ଡର ନିର୍ଦ୍ଦେଶରେ ଖୋଲାଯାଇଥିଲା ସିମ୍ ବକ୍ସା । ତେବେ ଏଠାରେ କି କାମ କରୁଥିଲେ ସେ ନେଇ ତଦନ୍ତ ଚାଲିଛି । ଏମାନଙ୍କଠାରୁ ୧୦୦୦ ସିମ ଜବତ ହୋଇଥିବାବେଳେ ୫୮ଟି ଅବ୍ଯବହୃତ ସିମ ଜବତ ହୋଇଛି ।  ୨୨୫ଟି ସିମ କାର୍ଡ ଅପରେସନାଲ୍ ବା ଆକ୍ଟିଭ୍ ଥିଲା । କେସୁରା ନିକଟସ୍ଥ ଏକ ଘରୁ ୫ଟି ଆକ୍ଟିଭ୍ ସିମବକ୍ସ ଓ ୨ଟି ରିଜର୍ଭ ସିମ ବକ୍ସ ଜବତ ହୋଇଛି । ଏଥିରେ ୧୦୦୦ରୁ ଅଧିକ ଏୟାରଟେଲ୍ ପ୍ରି-ଆକ୍ଟିଭ୍ ସିମ୍ ରହିଛି । ସାଧାରଣତଃ ବିଦେଶୀ କଲ ପାଇଁ ଏହି ସିମ୍ ବକ୍ସର ବ୍ୟବହାର ହେଉଥିଲା । ଭାରତୀୟ ଅପରେଟରଙ୍କୁ ବାଇପାସ୍ କରି ଅନ୍ତର୍ଜାତୀୟ କଲ କରାଯାଉଥିଲା । ଅଟକ ରାଜୁକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ । ଆବଶ୍ଯକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Tags: crimeodishasim box
ShareTweetShareSend
Sanchar Live

Sanchar Live

Next Post
ବଢ଼ିଲା ସିଦ୍ଦରମୈୟାଙ୍କ ଅଡୁଆ

ବଢ଼ିଲା ସିଦ୍ଦରମୈୟାଙ୍କ ଅଡୁଆ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.