Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର :କଂଗ୍ରେସ

Sanchar Live by Sanchar Live
August 24, 2024
in ରାଜନୀତି
0
ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର :କଂଗ୍ରେସ
0
SHARES
6
VIEWS
FacebookTwitter

ସଂଚାର ବ୍ୟୁରୋ: ମହିଳାଙ୍କୁ ପ୍ରତାରିତ କରିଛି ବିଜେପି ସରକାର । ନଗଣ୍ଯ ସହାୟତା ରାଶି ଘୋଷଣା କରି ରାଜ୍ଯର ଲକ୍ଷ ଲକ୍ଷ ମାଆ ମାନଙ୍କୁ ଭଣ୍ଡାଇଛନ୍ତି ମୋହନ ସରକାର । ନିର୍ବାଚନ ପୂର୍ବରୁ ୫୦ ହଜାର ଟଙ୍କା ଦେବାକୁ କହି ଏବେ ବର୍ଷକୁ ୧୦ ହଜାର ତା ପୁଣି ଦୁଇଟି କିସ୍ତିରେ ଦେବାକୁ ଅଣାଯାଇଛି ଏସଓପି । ରାଜ୍ଯ ସରକାରଙ୍କ ପାଖରେ ଅର୍ଥବଳ ନାହିଁ ତାହା ଜଳ ଜଳ ହୋଇ ଜଣାପଡିଯାଉଛି । ଋଣ କରି ଘିଅ ଖାଇବାରେ ଓସ୍ତାଦ ବିଜେପି ସରକାର । ସୁଭଦ୍ରା ଯୋଜନାରେ ଗତକାଲି ରାଜ୍ଯ ସରକାର ଘୋଷଣା କରିଥିବା ଏସଓପିକୁ ନେଇ ଏପରି ବର୍ଷିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଶ୍ନ ବାଣରେ ମୋହନ ସରକାରଙ୍କୁ ଘାଇଲା କରିଛି । ନିର୍ବାଚନ ପୂର୍ବରୁ ଏକ କୋଟି ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେବେ ବୋଲି ଘୋଷଣା କରିଥିଲେ । ହେଲେ ଏବେ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ଲେଖାଏଁ ଉପକୃତ ହେବେ ବୋଲି କହୁଛନ୍ତି । ଏପରି ହେଲେ ମୋହନ ସରକାରଙ୍କ ଗଣିତ ଯେ ଭୁଲ ତାହା ପ୍ରମାଣିତ ହୋଇଯାଇଛି । କାରଣ ପ୍ରତି ପଞ୍ଚାୟତରୁ ଦୁଇ ଶହ ଜଣ ମହିଳା ଉପକୃତ ହେଲେ ତାହା ମୋଟ ୧୩ ଲକ୍ଷରୁ କିଛି ଅଧିକ ହେବ । ଏପରି ସ୍ଥିତିରେ କୋଟିଏ ମହିଳା କେମିତି ଉପକୃତ ହେବେ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେହିପରି କେନ୍ଦ୍ର ସରକାରଙ୍କ କ୍ଯାବିନେଟରେ ଜଣେ ୬୫ ବର୍ଷର ମହିଳା ଅର୍ଥ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି । ଏପରିସ୍ଥଳେ ଓଡ଼ିଶାର ୬୦ ବର୍ଷରୁ ଅଧିକ ବର୍ଷର ମହିଳା ସୁଭଦ୍ରା ଯୋଜନାରେ କାହିଁକି ସାମିଲ ହେବେନି । କାହିଁକି ସେମାନେ ଅଯୋଗ୍ଯ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

 

Tags: bjpcongresssubhadra
ShareTweetShareSend
Sanchar Live

Sanchar Live

Next Post
ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଇ ହଟହଟା ହୋଇଛନ୍ତି ବଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ

ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଇ ହଟହଟା ହୋଇଛନ୍ତି ବଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.