Saturday, June 27, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଜୁଲାଇ ୧ ରୁ ବଦଳିବ ଏହିସବୁ ନିୟମ

Sanchar Live by Sanchar Live
June 27, 2026
in ଓଡିଶା
0
ଜୁଲାଇ ୧ ରୁ ବଦଳିବ ଏହିସବୁ ନିୟମ
0
SHARES
31
VIEWS
FacebookTwitter

ପ୍ରତି ମାସର ପହିଲା ତାରିଖ ନିଜ ସହିତ କିଛି ନୂଆ ନିୟମ ନେଇ ଆସିଥାଏ। ଜୁନ ମାସ ଏବେ ଶେଷ ହେବାକୁ ଯାଉଛି ଏବଂ ଜୁଲାଇ ମାସ ଆରମ୍ଭ ହେବା ସୀମାରେ ପହଞ୍ଚିଛି। ଭାରତରେ ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନିୟମ ବଦଳିବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଗ୍ରାହକ ଏବଂ କରଦାତାଙ୍କ ଉପରେ ପଡ଼ିବ। ଏହି ନୂଆ ନିୟମଗୁଡ଼ିକ ମଧ୍ୟରେ ୟୁପିଆଇ (UPI) ମାଧ୍ୟମରେ ପିଏଫ (PF) ପ୍ରତ୍ୟାହାର ଠାରୁ ଆରମ୍ଭ କରି ମହଙ୍ଗା ଭତ୍ତା (DA) ବୃଦ୍ଧି ଏବଂ ଏଲ୍ପିଜି (LPG) ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଭଳି ଅନେକ ଜିନିଷ ସାମିଲ ହେବାର ଆଶା ରହିଛି। ଆସନ୍ତୁ ଜାଣିବା ୧ ଜୁଲାଇ ୨୦୨୬ରୁ କେଉଁ କେଉଁ ପରିବର୍ତ୍ତନ ହେବାକୁ ଯାଉଛି।

ଚାକିରିଆ ଏବଂ ବିନା ଅଡିଟ୍ବାଲା ଟ୍ୟାକ୍ସପେୟାର୍ସ (କରଦାତା)ଙ୍କ ପାଇଁ ସାଲାରୀଡ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR-1 ଏବଂ ITR-2) ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜୁଲାଇ। ଅର୍ଥାତ୍‌ ଦରମା ପାଉଥିବା କର୍ମଚାରୀ ଏବଂ ସେହି ଲୋକମାନେ ଯେଉଁମାନଙ୍କର ଆୟ କ୍ୟାପିଟାଲ ଗେନ୍ସ (Capital Gains), ହାଉସ ପ୍ରପର୍ଟି କିମ୍ବା ଅନ୍ୟ କୌଣସି ଅଣ-ବ୍ୟବସାୟିକ ଆୟରୁ ହୋଇଥାଏ ଯେଉଁଥିପାଇଁ ଅଡିଟର ଆବଶ୍ୟକତା ନାହିଁ, ସେମାନଙ୍କୁ ITR-1 ଏବଂ ITR-2 ଫର୍ମ ପୂରଣ କରିବାକୁ ହେବ।

୧ ଜୁଲାଇରୁ ନୂଆ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ HDFC ବ୍ୟାଙ୍କ ନିଜର Regalia Gold ଏବଂ Diners Club Privilege କ୍ରେଡିଟ କାର୍ଡର ନିୟମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ପୂର୍ବରୁ ଲାଗୁ ହୋଇସାରିଥିବା କିଛି ପରିବର୍ତ୍ତନ ବ୍ୟତୀତ, ୧ ଜୁଲାଇ ୨୦୨ରୁ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ (Airport Lounge Access) ସହିତ ଜଡ଼ିତ ନୂଆ ନିୟମ ଲାଗୁ ହେବ।
ପ୍ରତି ମାସର ପହିଲା ତାରିଖ ଭଳି ୧ ଜୁଲାଇରେ ମଧ୍ୟ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏଲ୍ପିଜି ସିଲିଣ୍ଡର, ସିଏନଜି ଏବେ ପିଏନଜି ମୂଲ୍ୟର ସମୀକ୍ଷା କରିବେ। ଏହି ସମୟରେ ଘରୋଇ ଏବଂ ବ୍ୟାବସାୟିକ (କମର୍ସିଆଲ) ସିଲିଣ୍ଡର ଦରରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହା ସହିତ ଏୟାର୍‌ ଟରବାଇନ ଫ୍ୟୁଏଲ (ATF) ପାଇଁ ମଧ୍ୟ ନୂଆ ଦର ଜାରି କରାଯିବ, ଯାହାର ବିମାନ ଟିକେଟ ମୂଲ୍ୟ ଉପରେ ବଡ଼ ପ୍ରଭାବ ପଡ଼ିବ।
ୟୁପିଆଇ (UPI) ମାଧ୍ୟମରେ ପ୍ରତ୍ୟାହାର କରାଯାଇପାରିବ ପିଏଫ (PF)

୧ ଜୁଲାଇରୁ ୟୁପିଆଇ ମାଧ୍ୟମରେ ପିଏଫ ଟଙ୍କା ଉଠାଇବା ଏଟିଏମରୁ କ୍ୟାଶ ଉଠାଇବା ଭଳି ସହଜ ହୋଇଯିବ। କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) ଜୁଲାଇ ମାସରେ ନିଜର ନୂଆ ଡିଜିଟାଲ ପ୍ଲାଟଫର୍ମ ‘EPFO 3.0’ ଲଞ୍ଚ କରିବାକୁ ଯାଉଛି ବୋଲି ଆଶା କରାଯାଉଛି।
ବିଦେଶ ମନ୍ତ୍ରଣାଳୟ ଏକ ଦଶନ୍ଧିରୁ ଅଧିକ ସମୟ ପରେ ପାସପୋର୍ଟ ଫି’ରେ ବଡ଼ ଧରଣର ବୃଦ୍ଧି କରିଛି। ୧ ଜୁଲାଇରୁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁଯାୟୀ, ୩୬-ପୃଷ୍ଠା ବିଶିଷ୍ଟ ନୂଆ କିମ୍ବା ପୁନଃ-ଜାରି (ରି-ଇସ୍ୟୁ) ପାସପୋର୍ଟର ଫି’ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହେବ। ଅର୍ଥାତ୍‌ ଏଥିରେ ସିଧାସଳଖ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି, ତତ୍କାଳ ସେବା (Tatkal Service) ପାଇଁ ଏବେ ପୂର୍ବର ୩୫୦୦ ଟଙ୍କା ବଦଳରେ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ୬୦-ପୃଷ୍ଠା ବିଶିଷ୍ଟ ଜମ୍ବୋ ପାସପୋର୍ଟର ଫି’ ମଧ୍ୟ ବୃଦ୍ଧି କରାଯାଇ ୬୦୦୦ଟଙ୍କା ପର୍ଯ୍ୟନ୍ତ କରାଯିବ।

୧ ଜୁଲାଇରୁ ବିନା ଟିକେଟରେ ଯାତ୍ରା କଲେ ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ। ନୂଆ ନିୟମ ଅନୁଯାୟୀ, ଜରିମାନା ରାଶିକୁ ୨୫୦ ଟଙ୍କାରୁ ବୃଦ୍ଧି କରି ୫୦୦ ଟଙ୍କା କରାଯାଉଛି। ଏହା ସହିତ ଏବେଠାରୁ ଯଦି କୌଣସି ପୁରୁଷ ଯାତ୍ରୀ ମହିଳା କୋଚରେ ଯାତ୍ରା କରୁଥିବା ଜଣାପଡ଼ନ୍ତି, ତେବେ ତାଙ୍କ ଉପରେ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ।

UIDAI ନାଗରିକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ୧ ଜୁଲାଇରୁ ଆସନ୍ତା ଛଅ ମାସ ପାଇଁ ଆଧାର ଅପଡେଟ୍‌କୁ ସମ୍ପୂର୍ଣ୍ଣ ମାଗଣା କରିଦେଇଛି। ପୂର୍ବରୁ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର ଏବଂ ଇମେଲ ବଦଳାଇବା ପାଇଁ ୭୫ ଟଙ୍କା ଦେବାକୁ ପଡ଼ୁଥିଲା।

Tags: Julynew rule
ShareTweetShareSend
Sanchar Live

Sanchar Live

Next Post
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଶୀଘ୍ର ପାଚେ ଦାଢ଼ି, ଜଣାନ୍ତୁ ଏହା ପଛର କାରଣ?
  • ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
  • ଜୁଲାଇ ୧ ରୁ ବଦଳିବ ଏହିସବୁ ନିୟମ
  • ପୁଣି ଭୂକମ୍ପ ଝଟକାରେ ଥରିଲା ପାକିସ୍ତାନ
  • ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.