Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କେମିତି କଟିବ ଆଜି ?

Sanchar Live by Sanchar Live
September 14, 2024
in ଜୀବନ ଶୈଳୀ
0
ଜାଣନ୍ତୁ କେମିତି କଟିବ ଆଜି ?
0
SHARES
28
VIEWS
FacebookTwitter

ମେଷ – ଆଜି ମେଷ ରାଶିର ବ୍ୟକ୍ତି ବିଶେଷମାନେ ଉତ୍ତମ ଫଳ ପ୍ରାପ୍ତ କରିବେ । ଦଶମ ଚନ୍ଦ୍ର ରହିଥିବାରୁ ଶୁଭ ଲାଭ ଯୋଗ ରହିଛି । ଲାଗି ରହି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ । ସତସଙ୍ଗରେ ମନୋନିବେଶ କରିବେ । ପତ୍ନୀଙ୍କ ସହଯୋଗ ପ୍ରାପ୍ତ ହେବ ।

ବୃଷ – ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ ।

ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ, ମନ ଅସ୍ଥିର ରହିଲେ ମଧ୍ୟ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିବ । ପରିବାରକୁ ସମୟ ଦେବେ ।

ମିଥୁନ – ଅଷ୍ଟମ ଚନ୍ଦ୍ରହେତୁ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ରହିବେ । ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ । ନୂତନ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବା ସମୟରେ ପରାମର୍ଶ ନିଅନ୍ତୁ । ଅଯଥା ବ୍ୟୟ ହୋଇ ପାରେ । ସନ୍ତାନଙ୍କୁ ନେଇ ମାତାପିତା ଚିନ୍ତିତ ହେବେ ।

କର୍କଟ – ଆଜି ଆପଣଙ୍କ ରାଶିରେ ଉତ୍ତମ ଫଳ ଯୋଗ ରହିଛି । ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହେଉଛି । ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ । ଅଟକି ଥିବା କାର୍ଯ୍ୟ ସିଦ୍ଧି ହେବ । ଆର୍ଥିକ ଓ ପାରିବାରିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁଙ୍କ ଠାରୁ ସହଯୋଗ ପାଇବେ ।

ସିଂହ- ଘାତ ଚନ୍ଦ୍ର ହେତୁ ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା, ଅଣ୍ଠୁଗଣ୍ଠିରେ ସମସ୍ୟା ଦେଖା ଦେବ । ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମୀର ଶିକାର ହୋଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ମଧ୍ୟ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ ।

କନ୍ୟା- ଭଗବତ ସେବାରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ନିଜ ସନ୍ତାନଙ୍କ ପାଇଁ ବ୍ୟସ୍ତ ହୋଇ ପାରନ୍ତି । ବ୍ୟବସାୟରେ ଲାଭ ଜନକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । କୌଣସି ସ୍ଥାନରୁ ସମ୍ମାନିତ ହେବାର ଯୋଗ ରହିଛି ।

ତୁଳା – ଶୁକ୍ଳ ପକ୍ଷ ଚତୁର୍ଥ ଚନ୍ଦ୍ର ହେତୁ ଧନ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଅସନ୍ତୋଷ ଭାବ ଜାତ ହୋଇପାରେ । ସୁଖହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ନୂତନ କମ୍ପାନୀରେ ଯୋଗଦାନ ଦେଇ ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ରହିଛି ।

ବିଛା – ଅଯଥା କଳହରୁ ନିଜକୁ ଦୂରେଇ ରଖନ୍ତୁ । ଧନ ପ୍ରାପ୍ତି ଯୋଗ ରହିଛି । ଦୂର ଯାତ୍ରା କରିବା ଶୁଭ ପ୍ରଦ ହେବ । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତିନ୍ନ ହେବର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ । ଉଚ୍ଚ ସମ୍ମାନ ପ୍ରାପ୍ତି ଯୋଗ ରହିଛି ।

ଧନୁ – ମନରେ ଅନେକ ଦ୍ଵନ୍ଦ୍ୱ ଜାତ ହେବା । କାର୍ଯ୍ୟରେ ସଫଳତ ପ୍ରାପ୍ତ ହେବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ । ମାଲି ମକୋଦ୍ଦମରେ ଜୟ ଯୁକ୍ତ ହେବେ । ମାତା ପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ମକର- ରାଶିକୁ ଶ୍ରୀଚନ୍ଦ୍ର ଯୋଗ ରହିଛି । ଆଜି ଆପଣଙ୍କ କର୍ମର ଫଳ ନିଶ୍ଚୟ ପ୍ରାପ୍ତ ହେବ । ଆତ୍ମତୃପ୍ତି ଲାଭ କରିବେ । ବ୍ୟବସାୟରେ ଅନାୟ ଉପରେ ଭରସା କରନ୍ତୁ । ଆଜି ଆପଣ ନିଜର ପ୍ରଭାବ ବିସ୍ତାର କରିବେ । ଛାତ୍ରଛାତ୍ରୀମାନେ ଉନ୍ନତିର ଏକ ପାଦ ଆଗକୁ ବଢ଼ିବେ । ଆଭୂଷଣ କ୍ରୟ କରିପାରନ୍ତି ।

କୁମ୍ଭ – ଶୁକ୍ଳ ପକ୍ଷ ଦ୍ଵାଦଶ ଚନ୍ଦ୍ରଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ଛୋଟ କଥାରେ ସମସ୍ୟା ଉପୁଜିବ । ଅବଶ୍ୟ ଧନ ପ୍ରାପ୍ତିର ଯୋଗ ରହିଛି । କାହାକୁ ଉଧାର ଦିଅନ୍ତୁ ନାହିଁ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ । ଆୟଠାରୁ ବ୍ୟୟ ଭାରି ରହିବ ।

ମୀନ- ଶୁକ୍ଳ ପକ୍ଷ ଏକାଦଶ ଚନ୍ଦ୍ର । ସ୍ବାସ୍ଥ୍ୟ ଅବସ୍ଥା ଉତ୍ତମ ରହିବ । ଭାବିଚିନ୍ତି ଅର୍ଥ କାରବାର କରନ୍ତୁ । ପ୍ରେମ ସମ୍ପର୍କ ଗଭୀର ହେବ । ବିଦ୍ୟାର୍ଥୀ ମାନେ ଅନ୍ୟ ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟରେ କ୍ଷତି ସହିବେ । ନିଜ କାର୍ଯ୍ୟ ଦ୍ଵାରା ପ୍ରଶଂସିତ ହେବେ । ଚାକିରିରେ ଉଚ୍ଚ ପଦ ପ୍ରାପ୍ତି ଯୋଗ ରହିଛି ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜି ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍

ଆଜି ଖୋଲିବ କୋଲାବ ଜଳଭଣ୍ଡାର ଗେଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ ପ୍ରତିଷ୍ଠାତା ସଭାପତି
  • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଖେଳୁଥିବା ସମୟରେ ପୋଖରୀରେ ପଡି ଦୁଇ ଭଉଣୀଙ୍କ ମୃତ୍ୟୁ
  • ଘରେ ପଶି ମାରଣାସ୍ତ୍ର ଦେଖାଇ ମହିଳାଙ୍କୁ ଦୁଷ୍କର୍ମ
  • ସୁନା-ରୂପା କିଣିବା ପାଇଁ ଚାହୁଁଛନ୍ତି କି ? ଜାଣନ୍ତୁ ସହରରେ କଣ ରହିଛି ଦାମ..

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.