Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଇ ହଟହଟା ହୋଇଛନ୍ତି ବଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ

Sanchar Live by Sanchar Live
August 24, 2024
in ଓଡିଶା
0
ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଇ ହଟହଟା ହୋଇଛନ୍ତି ବଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: କାଲି ସ୍ତ୍ରୀ ଆଜି ବିଧାୟକ ହଟହଟା । ଚିକିଟି ବିଷାକ୍ତ ମଦ ମୃତ୍ୟୁ ଘଟଣା ଆଜି ମୃତକଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯାଇ ହଟହଟା ହୋଇଛନ୍ତି ବଜେପି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ । ଏତେ ବଡ଼ ଘଟଣା ଘଟିଗଲା । ବିଧାୟକଙ୍କୁ ଆଜି ଆସିବାକୁ ସମୟ ହେଲା ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକ । ଶବ ଧରି ରାସ୍ତା ରୋକବେଳେ ମଧ୍ଯ ଦେଖାମିଳିଲାନି । ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାଁନ୍ତି । ଏପରି ସ୍ଥିତିରେ ବିଧାୟକ ହାତ ଧରିକି କ୍ଷମା ମାଗିଥିଲେ । ମଦ ମୃତ୍ୟୁ ଘଟଣାରେ ବିଧାନସଭା ହୁଲୁସ୍ତୁଲ ହେଲା । ସମସ୍ତ କାମ ଦେଖିବାକୁ ପଡିଲା । ତେଣୁ ଆସି ପାରିନଥିଲି ବୋଲି ସେ ସଫେଇ ଦେଇଥିଲେ । କାଲିକୁ ପାତ୍ରପୁର ଘର କିମ୍ବା କାର୍ଯ୍ୟାଳୟକୁ ଆସ ବୋଲି ମୃତକଙ୍କ ପରିବାରକୁ କହି ନିଜ କର୍ମୀଙ୍କୁ ନେଇ ଚାଲି ଯାଇଥିଲେ ବିଧାୟକ । ଏବେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରଲ ହେଉଛି । ତେବେ କାଲି ତାଙ୍କ ପତ୍ନୀ ମୃତକଙ୍କ ପରିବାର ନିକଟକୁ ଯାଇଥିବା ବେଳେ ହଟହଟା ହୋଇଥିଲେ । ଆଉ ବିଧାୟକ କୁଆଡେ ଗଲେ ? ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆସୁନାହାନ୍ତି କାହିଁକି ବୋଲି ପଚାରିଥିଲେ । ବିଧାୟକ କାହିଁକି ପ୍ରତିଶୃତି ଲୋକଙ୍କ ପାଖରେ ରଖୁନାହାନ୍ତି କି ପାଳନ କରୁ ନାହାନ୍ତି ବୋଲି ପଚାରିଥିଲେ । ତେବେ ଆଜି ବିଧାୟକ ହଟହଟା ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: chikitimada
ShareTweetShareSend
Sanchar Live

Sanchar Live

Next Post
ଆସାମ ଦୁଷ୍କର୍ମ ଘଟଣା: ପୋଲିସ ହେପାଜତରୁ ଫେରାର ଅଭିଯୁକ୍ତର ମୃତ୍ୟୁ

ଆସାମ ଦୁଷ୍କର୍ମ ଘଟଣା: ପୋଲିସ ହେପାଜତରୁ ଫେରାର ଅଭିଯୁକ୍ତର ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.