Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଝିଆରୀକୁ ପ୍ରେମ କରୁଥିଲା, ଦାଦାକୁ ହତ୍ୟା କଲା

Sanchar Live by Sanchar Live
August 29, 2024
in ଅପରାଧ
0
ଝିଆରୀକୁ ପ୍ରେମ କରୁଥିଲା, ଦାଦାକୁ ହତ୍ୟା କଲା
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ରାଜଧାନୀରେ ବିଭତ୍ସ ହତ୍ୟା । ଝିଆରୀକୁ ପ୍ରେମ କରୁଥିଲା, ଦାଦକୁ ହତ୍ୟା କଲା । ଚଳନ୍ତା ବାଇକରେ ଯୁବକଙ୍କ ବେକ କାଟିଦେଲା । ଖଣ୍ଡଗିରି ଥାନା ଜଗନ୍ନାଥ ନଗର ଶୁକ ବିହାର ଅଞ୍ଚଳରେ ଘଟିଛି ଘଟଣା । ଜଗା ମଲ୍ଲିକ ନାମକ ଯୁବକକୁ ସେହି ସାହିର ଚିନ୍ମୟ ପୃଷ୍ଟି ହତ୍ୟା କରିଥିବା ଜଣାପଡ଼ିଛି । ଝିଆରୀକୁ ଚିନ୍ମୟ ପ୍ରେମ କରୁଥିବା ବେଳେ ଏହାକୁ ବିରୋଧ କରୁଥିଲା ଜଗା । ଯାହାକୁ ନେଇ ରାସ୍ତାରୁ କଣ୍ଟା ସଫା କରିବା ପାଇଁ ପ୍ଲାନ୍ କରିଥିଲା ଚିନ୍ମୟ । ଗତକାଲି ରାତି ପାଖାପାଖି ସାଢ଼େ 12 ଟା ବେଳେ ଜଗା ନିଜ ବାଇକରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ଏକ ସ୍ଥାନରେ ଲୁଚି ରହିଥିବା ଚିନ୍ମୟ ଅନ୍ଧାରରେ ଖଣ୍ଡା ଚୋଟ ଜଗା ବେକରେ ପକାଇଥିଲା । ଫଳରେ ଘଟଣା ସ୍ଥଳରେ ଜଗାର ବେକ କଟିଯାଇଥିଲା । ଘଟଣାକୁ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଅଭିଯୁକ୍ତ ଚିନ୍ମୟ କୁ ଥାନାରେ ଅଟକ ରଖିଛି । ଆଜି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯିବ।

Tags: bhubaneswarmurder
ShareTweetShareSend
Sanchar Live

Sanchar Live

Next Post
ସ୍ତ୍ରୀକୁ ମାରିଦେଲା ସ୍ବାମୀ

ସ୍ତ୍ରୀକୁ ମାରିଦେଲା ସ୍ବାମୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଶ୍ରୀମନ୍ଦିର ଭିତରେ ଫଟୋ ନେବାବେଳେ ଧରାପଡ଼ିଲେ ଅଣଓଡ଼ିଆ ଭକ୍ତ
  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.