Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଖଣ୍ଡପଡ଼ା ଏନଏସି ଚେୟାରମ୍ୟାନଙ୍କ ବିରୋଧରେ

Sanchar Live by Sanchar Live
August 4, 2024
in ରାଜନୀତି
0
ଖଣ୍ଡପଡ଼ା ଏନଏସି ଚେୟାରମ୍ୟାନଙ୍କ ବିରୋଧରେ
0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏନଏସି ଚେୟାରମ୍ୟାନଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ। ଅଜ୍ଞାତରେ ମେଳି ବାନ୍ଧିଛନ୍ତି ୯ କାଉନସିଲର। କେତେଜଣ କାଉନସିଲରଙ୍କ ପାଇଁ ଏବେ ଚେୟାରମ୍ୟାନଙ୍କୁ ପଦ ହରାଇବା ଆଶଙ୍କା ଦେଖାଦେଉଛି l ଖଣ୍ଡପଡ଼ାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ବିଫଳ। ଖଣ୍ଡପଡ଼ା ଏନଏସିରେ ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ। ଅଧ୍ୟକ୍ଷା ସ୍ଵାମୀଙ୍କ ଫଲ୍ସ ବିଲ ଓ ଅସାମାଜିକ କାର୍ଯ୍ୟସହ ଜଡ଼ିତ ଥିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ  ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଗତ ଏନଏସି ନିର୍ବାଚନରେ ଅଧ୍ୟକ୍ଷା ଭାବେ ସ୍ଵାଧୀନ ପ୍ରାର୍ଥୀ ଆରତୀ ପ୍ରଧାନ ବିଜୟୀ ହୋଇଥିଲେ l ପରେ ସେ ବିଜେପିରେ ମିଶିଥିଲେ l ଖଣ୍ଡପଡ଼ା ଏନଏସିର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ କିଛି ବିଜେଡି , ବିଜେପି ଓ କିଛି ସ୍ଵାଧୀନ ରହିଥିଲେ l ଏବେ ୯ ଜଣ କାଉନସିଲର ଖଣ୍ଡପଡ଼ା ଏନଏସି ଚେୟାରମ୍ୟାନଙ୍କୁ ହଟାଇବା ପାଇଁ ଏକ ଅଜ୍ଞାତ ଜାଗାରେ ମେଳି ବାନ୍ଧିଛନ୍ତି। ଏହାସହ ଜିଲ୍ଳାପାଳଙ୍କ ନିକଟରେ ଫେରାଦ ହୋଇ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି।

Tags: khandapadanayagarh
ShareTweetShareSend
Sanchar Live

Sanchar Live

Next Post
ଛେଳି ମାଂସ ଖାଇ ଗୋଟିଏ ପରିବାରର ୪ ମୃତ

ଛେଳି ମାଂସ ଖାଇ ଗୋଟିଏ ପରିବାରର ୪ ମୃତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.