Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ ଆଶ୍ବସ୍ତି

Sanchar Live by Sanchar Live
November 21, 2024
in ଭାରତ
0
ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ ଆଶ୍ବସ୍ତି
0
SHARES
8
VIEWS
FacebookTwitter

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଶ୍ରୀମନ୍ଦିର ସେବାୟତ ରାଜକୁମାର ଦଇତାପତିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି ।  ରାଜକୁମାର ଦଇତାପତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୩ ସପ୍ତାହ ଭିତରେ ଆର୍‌ବିଆଇରେ ସୁଧ ସମେତ ୨୦ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ତାଙ୍କୁ ଅଗ୍ରୀମ ଜାମିନ ମିଳିଛି । ସେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପିଢ଼ିଗତ (generational priest) ସେବକ ବୋଲି ରାଜକୁମାର ସୁପ୍ରିମକୋର୍ଟରେ କହିଛନ୍ତି ।

କେତେ ଜଣ ବିଦେଶୀ ନାଗରିକ ୨୩୨,୫୬୮ ଡଲାର (ପ୍ରାୟ  ୧ କୋଟି ୮୬ ଲକ୍ଷ ଟଙ୍କା)ର ଜମି ଦୁର୍ନୀତି ମାମଲାରେ କୁଲଦୀପ ଶର୍ମା ଏବଂ ପତ୍ନୀ ଅପର୍ଣ୍ଣା ଶର୍ମାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରେ ଏହି ମାମଲାର ଦେଖାଶୁଣା କରିବା ଏବଂ ଅଭିଯୁକ୍ତଙ୍କ ପାଖରୁ ଟଙ୍କା ଗ୍ରହଣ କରିବା ଲାଗି ଅଭିଯୋଗକାରୀ ବିଦେଶୀ ନାଗରିକ ରାଜକୁମାରଙ୍କୁ ମଧ୍ୟସ୍ଥି କରାଇଥିଲେ ।

ଏହା ଉପରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ସଂଜୟ କୁମାରଙ୍କ ଖଣ୍ଡପୀଠ କହିଥିଲେ ଯେ, ଦୁଇ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ବିଦେଶୀ ନାଗରିକଙ୍କ ପାଇଁ ଆବେଦନକାରୀ ୯୨ ଲକ୍ଷ ଟଙ୍କା ପାଇବାର ଥିଲା । କିନ୍ତୁ ସେ ଆରବିଆଇରେ କେବଳ ୮୦ ଲକ୍ଷ ଟଙ୍କା ଡିପୋଜିଟ୍‌ କରିଛନ୍ତି । ତେଣୁ ଖଣ୍ଡପୀଠ ଆବେଦନକାରୀଙ୍କୁ ୩ ସପ୍ତାହ ମଧ୍ୟରେ  ସୁଧ ସହ  ୨୦ ଲକ୍ଷ ଟଙ୍କା ପୈଠ କରିବା ସର୍ତ୍ତରେ ଆଗୁଆ ଜାମିନ ଦେଇଛନ୍ତି । ଆବେଦନକାରୀ ୨୦ ଲକ୍ଷ ଟଙ୍କା ପୈଠ କରିବା ପରେ ହିଁ ବିଦେଶୀ ନାଗରିକଙ୍କ ତାଙ୍କ ଟଙ୍କା ପାଇପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆବେଦନକାରୀଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଆତ୍ମାରାମ ନାଡକର୍ଣ୍ଣି, ଏସ୍‌ଏସ୍‌ ରେବେଲୋ ଏବଂ ଆଇନଜୀବୀ ରାଘବ ଶର୍ମା ପକ୍ଷ ରଖିଥିଲେ ।

Tags: srimandirsuprime court
ShareTweetShareSend
Sanchar Live

Sanchar Live

Next Post
ଖାଆନ୍ତୁ କଞ୍ଚା କଦଳୀ, କମିଯିବ ଆପଣଙ୍କ ଓଜନ

ଖାଆନ୍ତୁ କଞ୍ଚା କଦଳୀ, କମିଯିବ ଆପଣଙ୍କ ଓଜନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.