Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶିଶୁକୁ କଳକୀ ଅବତାର ରୂପେ ପୂଜା ପ୍ରସଙ୍ଗ, ବୈକୁଣ୍ଠ ଧାମ ଆଶ୍ରମରେ ପହଁଚିଲା ପୋଲିସ

Sanchar Live by Sanchar Live
November 17, 2024
in ଓଡିଶା
0
ଶିଶୁକୁ କଳକୀ ଅବତାର ରୂପେ ପୂଜା ପ୍ରସଙ୍ଗ, ବୈକୁଣ୍ଠ ଧାମ ଆଶ୍ରମରେ ପହଁଚିଲା ପୋଲିସ
0
SHARES
33
VIEWS
FacebookTwitter

ଭୁବନେଶ୍ୱର: ଶିଶୁକୁ କଳକୀ ଅବତାର ରୂପେ ପୂଜା ପ୍ରସଙ୍ଗ। ବୈକୁଣ୍ଠ ଧାମ ଆଶ୍ରମରେ ପହଁଚିଲା ପୋଲିସ । ଆଶ୍ରମ ଭିତରକୁ ପଶିଲେ କିଛି ଲୋକ। ଅସଭ୍ୟ ଭାଷାରେ ଗଲି ଗୁଲଜ କରୁଛନ୍ତି ବାବାଙ୍କ ସମର୍ଥକ। ଆଶ୍ରମ ଭିତରେ ରହିଛି ଦାମୀ ବାଇକ। ବୈକୁଣ୍ଠ ଧାମ ଆଶ୍ରମ ସାମ୍ନାରେ ଚାପା ଉତ୍ତେଜନା । ନାବାଳକ ପୁଅକୁ ଭଗବାନ ବୋଲି ପ୍ରଦର୍ଶନ କରାଉଥିଲେ ଏହି ଆତ୍ମଘୋଷିତ ବାବା ।

ସୂଚନା ଅନୁସାରେ, ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର ଏବେ କେଉଁଠି ଅଛନ୍ତି ତାର ଖବର କାହା ପାଖରେ ନାହିଁ । ପାଦ ତଳେ ତୁଳସୀ ଓ ଗୀତା ଭାଗବତ ରଖି ପୂଜା କରାଉଥିଲେ । ଏହାର ଫଟୋ ଭାଇରାଲ ହେବା ପରେ ଆତ୍ମଘୋଷିତ କାଶିନାଥ ବାବାଙ୍କ ଦେଖା ମିଳୁନି । ଭୁବନେଶ୍ୱର ଭରତପୁର ଥାନା ଖଣ୍ଡଗିରିରେ ଥିବା ବୈକୁଣ୍ଠ ଧାମ ଆଶ୍ରମର ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର, ଧର୍ମ ନାମରେ ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ ଚାଲିଛି ।

Tags: baikuntha dhamkhandagiri
ShareTweetShareSend
Sanchar Live

Sanchar Live

Next Post
ମୁହଁ ଖୋଲିଲେ କୁନି ବାବାଙ୍କ ବାପା

ମୁହଁ ଖୋଲିଲେ କୁନି ବାବାଙ୍କ ବାପା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.