Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ

Sanchar Live by Sanchar Live
August 4, 2024
in ଭାରତ
0
ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଅଭାବନୀୟ ଖବର । ଶୁଣିବାକୁ ହସ ଲାଗୁଥିଲେ ମଧ୍ୟ କଷ୍ଟଦାୟକ। ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖିଦେଲା କୁନି ପୁଅ । କଥାଟି ଶୁଣିବାକୁ ଅଜକ ଲାଗୁଥିଲେ ବି ସତ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଛି ଏହି ଭିଡିଓ । ଭିଡିଓରେ ବାପା ଜଣକ ଖଟର ଗୋଟିଏ ପଟେ ବସି ମୋବାଇଲରେ ବ୍ୟସ୍ତ ରହିଥିବା ଜଣା ପଡ଼ୁଛି । ସାତ-ଆଠ ବର୍ଷର ଏକ କୁନି ପୁଅ ସେହି ଖଟର ଧାଡ଼ ଆଡ଼କୁ ଡ୍ରେସକୁ ଆଇରନ ଦେଉଛି ।

ଆଉ କିଛି ସମୟ ଭିତରେ ସେ ନିଜ ହାତରେ ଆଇରନ୍ ଲଗାଇ ଦେଖୁଛି ଏବଂ ତା ବାପା ତାକୁ କିଛି କହୁଛନ୍ତି ।ସେ ସେକଥାକ ନ ଶୁଣି ହଠାତ୍‌, ପିଲାଟି ତାର ବାପାର ଯୌନାଙ୍ଗ ଉପରେ ଆଇରନ୍ ରଖି ସେହି ସ୍ଥାନରୁ ଦୌଡ଼ି ପଳାଇ ଯାଉଛି । ଉକ୍ତ ବ୍ୟକ୍ତି (ପିଲାଟିର ବାପା) ଜଣକ ଡରି ଚମକି ପଡ଼ୁଛନ୍ତି, ଆଉ ତା ପରେ ଆଇରନ୍ ଉପରେ ହାତ ରଖି ଜାଣିବାକୁ ପାଇଲେ ଆଇରନ୍ ଟି ଥଣ୍ଡା ଅଛି । ଆଉ ତାଙ୍କ ପୁଅ ତାଙ୍କ ସହ ମଜା କରୁଛି । ଯାହା ପରେ ସେ ହସ ହସ ମୁହଁରେ ତାଙ୍କ ପୁଅକୁ କଣ ସବୁ କହି ପକାଉଛନ୍ତି । ଯାହା କୌଣସି ବିଦେଶୀ ଭାଷା ଭଳି ମନେ ହେଉଛି । ତେବେ ଏହି ଭିଡିଓକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓଟିକୁ ଅଓଦ୍ଭଗ୍ଧରକ୍ସଦ୍ଭରଗ୍ଧଐ୦ୠ ନାମକ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ ଏବେଯାଏଁ ତିନି ମିଲିୟନରୁ ଆଧିକ ଲୋକ ଦେଖି ସାରିଲେଣି । ଚାଳିଶି ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି ।

Tags: special story
ShareTweetShareSend
Sanchar Live

Sanchar Live

Next Post
କେମିତି କାଟିବ ଆଜି, ଜାଣନ୍ତୁ ଆଜିର ରାଶିଫଳ

କେମିତି କାଟିବ ଆଜି, ଜାଣନ୍ତୁ ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.