Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଟ୍ରେଡିଂ ଆପ୍ ନେଲା ଜୀବନ, ୨୦ରୁ ୨୫ ଲକ୍ଷ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ

Sanchar Live by Sanchar Live
November 12, 2024
in ଓଡିଶା
0
ଟ୍ରେଡିଂ ଆପ୍ ନେଲା ଜୀବନ, ୨୦ରୁ ୨୫ ଲକ୍ଷ ଟଙ୍କା ହାରିବା ପରେ ଜୀବନ ହାରିଲେ ଯୁବକ
0
SHARES
5
VIEWS
FacebookTwitter

ଝାରସୁଗୁଡା : ଟ୍ରେଡିଂ ଆପ୍ ନେଲା ଜୀବନ । ୨୦ରୁ ୨୫ ଲକ୍ଷ ଟଙ୍କା ହାରିବା ପରେ ଜୀବନ ହାରିଲେ  ଯୁବକ । ଝାରସୁଗୁଡ଼ା ଜିଆରପି ଥାନା ବାଲିଜୁରୀରେ ଟ୍ରେନ ସମ୍ମୁଖକୁ ଡେଇଁ ପଡିଛନ୍ତି ବ୍ୟକ୍ତି ଜଣଙ୍କ ।  ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡାର ଅଚ୍ୟୁତାନନ୍ଦ ସାହୁ ।  ସେ ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲରେ ମୁଖ୍ୟ କ୍ୟାସ୍ ମ୍ୟାନେଜର ଭାବେ କାମ କରୁଥିଲେ ।

ଆସନ୍ତା ୧୭ ତାରିଖରେ ତାଙ୍କର ବାହାଘର ସ୍ଥିର ହୋଇଥିଲା । କିନ୍ତୁ ସପ୍ତାହେ ପୂର୍ବରୁ ଜୀବନ ହାରିଛନ୍ତି ଯୁବକ ।  ଗତକାଲି ସନ୍ଧ୍ୟାରେ କାମ ସାରିବା ପରେ ଏକ ସୁଇସାଇଡ୍ ନୋଟ୍ ହ୍ବାଟସଆପରେ ପରିବାକୁ ପଠାଇଥିଲେ । ପରେ ରେଳଧାରଣାକୁ ଡେଇଁ ପଡ଼ିଛନ୍ତି ।  ସେ ଏକ ଟ୍ରେଡିଂ ଆପରେ ୨୦ରୁ ୨୫ଲକ୍ଷ ଟଙ୍କା ହାରିଯାଇଥିଲେ ।  ସେଥିପାଇଁ ଏଭଳି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

Tags: crimeodishaselfkillingtreding app
ShareTweetShareSend
Sanchar Live

Sanchar Live

Next Post
ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗିରଫ

ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୩ ଗିରଫ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.