ସଂଚାର ବ୍ୟୁରୋ: ବିଜେଡି ଛାଡିଲେ ସୁନନ୍ଦା ଦାସ । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିକୁ ବାଏ ବାଏ କରିଛନ୍ତି । ଅଣଦେଖା କାରଣରୁ ବିଜେଡି ଛାଡ଼ିଥିବା ନେଇ କହିଲେ ସୁନନ୍ଦା । ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଲେ ସୁନନ୍ଦା ଦାସ ।