Thursday, August 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧି

Sanchar Live by Sanchar Live
October 19, 2024
in ଭାରତ
0
ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧି
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ହରିୟାଣାରେ ପରାଜୟର ସମ୍ମୁଖୀନ ପରେ ଝାଡ଼ଖଣ୍ଡରେ ଅଣ୍ଟା ଭିଡୁଛି କଂଗ୍ରେସ । ଆଜି ରାଞ୍ଚି ଗସ୍ତରେ ଯିବେ ରାହୁଲ ଗାନ୍ଧି । ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧି ରାଞ୍ଚି ଗସ୍ତରେ ଆସିବା ଖବର ମିଳିବା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ୮୧ ବିଶିଷ୍ଟ ଆସନରେ ୨ଟି ପର୍ଯ୍ଯାଯରେ ମତଦାନ ହେବ । ନଭେମ୍ଵର ୧୩ ଓ ୨୦ ର ମତଦାନ ପାଇଁ ଶୁକ୍ରବାର ଦିନ ୪୩ ଗୋଟି ଆସନରେ ନାମାଙ୍କନ ଭରିବେ ଆଶାୟୀ । ଆସନ ବୁଝାମଣା ଚୁକ୍ତି ଏବଂ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଶିବିର ୱାଚ୍ ମୋଡରେ ରହିଛନ୍ତି । ସେପଟେ ଶାସକ ମିଳିତ ମଞ୍ଚର ଅଂଶବିଶେଷ ଥିବା ଗ୍ରାଣ୍ଡ ପୁରୁଣା ଦଳ କଂଗ୍ରେସ ଅକ୍ଟୋବର ୧୯ ପରେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଦଳର ବରିଷ୍ଠ ନେତାମାନେ ମତପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ହରିୟାଣାରେ ବିପର୍ଯ୍ୟୟ ପରେ ଉତ୍ତର ପ୍ରଦେଶ ଉପ-ନିର୍ବାଚନରେ କଂଗ୍ରେସ ନିଜର ବୁଝାମଣା ଶକ୍ତି ହରାଇବ କି ? ରାହୁଲ ଗାନ୍ଧିଙ୍କ ବୈଠକ ପୂର୍ବରୁ ପ୍ରସ୍ତୁତି ବିଷୟରେ ଅନୁଧ୍ଯାନ ପାଇଁ ଗୁରୁବାର ଦିନ ରାଞ୍ଚିରେ ପହଞ୍ଚିଥିବା ଝାଡ଼ଖଣ୍ଡ ଆଫେୟାର୍ସର ମୁଖ୍ଯ ଗୁଲାମ ଅହମ୍ମଦ ମୀର କହିଛନ୍ତି । ସେ କହିଛନ୍ତି ଆମର ସହଯୋଗୀ ଦଳ ମାନଙ୍କ ସହିତ ଆସନ ବୁଝାମଣା ଆଲୋଚନା ଉପରେ ସମାନ୍ଯ ମତ ପ୍ରାର୍ଥକ୍ଯ ରହିଛି । ଅକ୍ଟୋବର ୧୯ ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

Tags: rahul gandhiranchi
ShareTweetShareSend
Sanchar Live

Sanchar Live

Next Post
ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି

ଜେଇଙ୍କ ଘରୁ ସଶସ୍ତ୍ର ଡକାୟତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.