Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ!

Sanchar Live by Sanchar Live
October 15, 2024
in ଭାରତ
0
କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ!
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: କୋର୍ଟ ମ୍ୟାରେଜକ କରୁଥିଲେ ସାବଧାନ। ନୋଟାରୀ ବିବାହ ଅବୈଧ। ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ବା ନୋଟାରୀଙ୍କ ଦ୍ବାରା ପ୍ରସ୍ତୁତ ବିବାହ ଦଲିଲ ଏଣିକି ଅବୈଧ ବିବେଚିତ ହେବ । ସେହିପରି ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ମଧ୍ୟ ବୈଧ ବୋଲି ଗଣାଯିବ ନାହିଁ। କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୋଟାରୀମାନେ ବିବାହ ଅଧିକାରୀ ଭାବେ ନିଯୁକ୍ତ ହୋଇ ନ ଥାନ୍ତି । ନୋଟାରୀ ଆକ୍ଟ- ୧୯୫୨ ଅବା ନୋଟାରାଜ୍ ରୁଲ୍-୧୯୫୬ ଅନୁସାରେ ସେମାନେ ବିବାହ କିମ୍ବା ବିବାହ ବିଛେଦ ସମ୍ପର୍କିତ ଦଲିଲ୍ ପ୍ରସ୍ତୁତ କରିପାରିବେ ନାହିଁ । ନୋଟାରୀ ଆଇନ ୧୯୫୨ ଅନୁସାରେ ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ବା ବିବାହ ବିଚ୍ଛେଦକୁ ବୈଧ ବୋଲି ମାନ୍ୟତା ଦିଆଯାଇ ନାହିଁ ।

ସେହିପରି ୧୯୫୬ ନୋଟାରୀ ଆଇନରେ ମଧ୍ୟ ଏହାକୁ ସ୍ବୀକୃତି ଦିଆଯାଇ ନାହିଁ। ପୁନଶ୍ଚ କେବଳ ବିବାହ ନୁହେଁ, ବିଚ୍ଛେଦ କ୍ଷେତ୍ରରେ ମଧ୍ୟ ନୋଟାରୀଙ୍କ ନିକଟରେ ପ୍ରସ୍ତୁତ ଦଲିଲ ଅଦାଲତରେ ଗ୍ରହଣୀୟ ହେବ ନାହିଁ। ବିବାହ ଓ ବିଚ୍ଛେଦ ଦଲିଲ ବା ବିଚ୍ଛେଦ କାଗଜପତ୍ରକୁ ଅବୈଧ ବୋଲି କୁହାଯାଇଛି। ମାତ୍ର ବର୍ତମାନ ବିଭିନ୍ନ କ୍ଷେତ୍ରରେ ନୋଟାରୀମାନେ ବିବାହ, ବିବାହ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଓ ନପତ୍ର ପ୍ରସ୍ତୁତ କରୁଥିବା ଦେଖାଯାଉଛି । ଆଇନତଃ ଏହା ବୈଧ ନ ହେଲେ ମଧ୍ୟ ଏହାକୁ ବିଭିନ୍ନ ଅନୁଷ୍ଠାନ ସ୍ବୀକୃତି ଦେଉଛନ୍ତି । ଯାହାଦ୍ୱାରା ଭାରତ ସରକାର ପ୍ରଣୟନ କରିଥିବା ଆଇନର ଉଲଂଘନ ହେଉଛି ଏବଂ ଅନେକ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହେଉଛି ।

ଏହା ନୋଟାରୀଙ୍କ ଦାୟିତ୍ୱ ବା କାର୍ଯ୍ୟ ପରିସରଭୁକ୍ତ ହୋଇ ନ ଥିଲେ ମଧ୍ୟ ତାହାର ବହୁଳ ପ୍ରଚଳନ କରାଯାଉଛି I ତେଣୁ ନୋଟାରୀମାନେ ଏଥିରୁ ବିରତ ରହିବାକୁ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏହାସହ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରାଯାଇଛି। ନୋଟାରୀମାନେ ଏହି କାର୍ଯ୍ୟ ସମ୍ପାଦନ କଲେ ତାହା ଅବୈଧ ଘୋଷିତ ହେବ। ଏବଂ ସମ୍ପୃକ୍ତ ନୋଟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।

Tags: Courtmaiiagelaw
ShareTweetShareSend
Sanchar Live

Sanchar Live

Next Post
NH ଉପରେ ଜଳିଗଲା କାର

NH ଉପରେ ଜଳିଗଲା କାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.