Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ

Sanchar Live by Sanchar Live
October 10, 2024
in ଓଡିଶା
0
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ ।  ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ ଆଭ୍ୟନ୍ତରୀଣ ବିକୀରଣ ପ୍ରକ୍ରିୟା ଯେଉଁଥିରେ କି ଛୋଟ ଛୋଟ ରେଡିଓଆକ୍ଟିଭ୍ ଉତ୍ସ ଗୁଡ଼ିକୁ ଟ୍ୟୁମରର ଚିକିତ୍ସା ପାଇଁ ଖଞ୍ଜାଯାଇଥାଏ ।

ବର୍ତ୍ତମାନ ସ୍ତନ କର୍କଟ ହେଉଛି ମହିଳାମାନଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ କର୍କଟ ରୋଗ । ଏହାର ଚିକିତ୍ସା ପାଇଁ ସାଧାରଣତଃ ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା, କେମୋଥେରାପି ଓ ହର୍‌ମୋନଥେରାପିର ସାହାଯ୍ୟ ନିଆଯାଇଥାଏ । ବିକିରଣ ଚିକିତ୍ସା ବା ରେଡିଓଥେରାପି ବିଗତ ୧୦୦ବର୍ଷ ଧରି ଏକ ନିରାପଦ, ପ୍ରମାଣିତ, ବହୁଳଭାବେ ବ୍ୟବହୃତ ଓ ସ୍ୱଳ୍ପ ଖର୍ଚ୍ଚ ସାପେକ୍ଷ କର୍କଟ ଚିକିତ୍ସା ପଦ୍ଧତି ବୋଲି ସମ୍ ଅଲ୍ଟିମେଟ ମେଡିକେୟାରର ରେଡିଏସନ୍ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା କହିଛନ୍ତି ।

ସାଧାରଣତଃ ସ୍ତନ କର୍କଟରେ ଅସ୍ତ୍ରୋପଚାର   ପରେ ବିକିରଣ ଚିକିତ୍ସା ପ୍ରାୟ ୪ ରୁ ୬ ସପ୍ତାହ ପରେ ଦିଆଯାଇଥାଏ । ତେବେ ବର୍ତମାନ ‘ଇଂଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି’ ପରି ଆଧୁନିକ ଚିକିତ୍ସା ପ୍ରଣାଳୀର ପ୍ରୟୋଗ ଦ୍ୱାରା ‘ସ୍ତନ କର୍କଟରେ ବିକିରଣ ଚିକିତ୍ସା’ ମାତ୍ର ୫ ରୁ୧୦ ଦିନ ମଧ୍ୟରେ ଦିଆଯାଇପାରୁଛି । ଏହାଦ୍ୱାରା ଚିକିତ୍ସା ସମୟ ଓ ଖର୍ଚ୍ଚ କମ୍ ହେବା ସହ ରୋଗୀକୁ କମ କଷ୍ଟ ସହ୍ୟ କରିବାକୁ ପଡ଼େ ଯାହା ରୋଗୀକୁ ଆରାମ ଦେଇଥାଏ ବୋଲି ସେ କହିଛନ୍ତି । ଡାକ୍ତର ଖାଡଙ୍ଗା କହିଛନ୍ତି ଯେ ବର୍ତମାନ ଓଡିଶାରେ ପ୍ରଥମଥର ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍ତନ କର୍କଟରେ ଏହି ବ୍ରାକିଥେରାପି ଚିକିତ୍ସା ସଫଳତାର ସହ କରାଯାଇପାରିଛି । ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏକି ସ୍ତନ କର୍କଟର ପ୍ରାରମ୍ଭିକ ସ୍ତରରେ ଚିହ୍ନଟ ହୋଇଥିଲେ ତାଙ୍କର ଏହି ଚିକିତ୍ସା କରାଯାଇଛି । ଅସ୍ତ୍ରୋପଚାର ଦ୍ୱାରା କର୍କଟ ଦ୍ୱାରା ଆକ୍ରାନ୍ତ ଅଂଶକୁ ବାହାର କରାଯାଇ ତୁରନ୍ତ ଉକ୍ତ ଖାଲିସ୍ଥାନରେ (ଟ୍ୟୁମର୍ ବେଡ୍‌), ବ୍ରାକିଥେରାପିର ସୂକ୍ଷ୍ମନଳୀକୁ  (ଫେକ୍ସିବୁଲ୍ କ୍ୟାଥିଟର୍‌) ଇମ୍‌ପ୍ଳାଂଟ୍ କରାଯାଇ, ପାଂଚଦିନ ନିମନ୍ତେ ଦିନକୁ ଦୁଇ ଥର ବ୍ରାକିଥେରାପି ଚିକିତ୍ସା କରାଯାଇଥିଲା ।

ସମ୍ମମରେ ଅତ୍ୟାଧୁନିକ କର୍କଟ ଚିକିତ୍ସା ପ୍ରଦାନ ନିମନ୍ତେ ଆମେ ବଦ୍ଧପରିକର । ବ୍ରାକିଥେରାପିର ଚିକିତ୍ସା ଦ୍ୱାରା ଆମେ ରୋଗୀଙ୍କୁ ଉନ୍ନତମାନର ସେବା ଓ ଯତ୍ନ ପ୍ରଦାନ କରିପାରିବୁ” ବୋଲି ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ।  “ସ୍ତନ କର୍କଟ ଚିକିତ୍ସା ନିମନ୍ତେ ବ୍ରାକିଥେରାପି ଖୁବ୍ ଉନ୍ନତ । ଆମ ମଲ୍ଟିଡିସିପ୍ଲିନାରୀ ଟିମ୍ ଏହି ପ୍ରକ୍ରିୟାକୁ ଠିକ୍ ଭାବେ ବ୍ୟବହାର କରି ରୋଗୀ ସେବା ପାଇଁ କଠିନ ପରିଶ୍ରମ କରୁଛି” ବୋଲି କହିଛନ୍ତି ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ।

Tags: soa univer sitysum
ShareTweetShareSend
Sanchar Live

Sanchar Live

Next Post
ପୁଞ୍ଜି ବିନିଯୋଗ ନେଇ ସକାରାତ୍ମକ ଆଲୋଚନା ହୋଇଛି : ମୁଖ୍ଯମନ୍ତ୍ରୀ

ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.