Sunday, October 18, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଧରାପଡ଼ିଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ

Sanchar Live by Sanchar Live
August 3, 2024
in ଓଡିଶା
0
ଧରାପଡ଼ିଲା ୫ ସ୍ତ୍ରୀଙ୍କ ରସିକିଆ ସ୍ୱାମୀ
0
SHARES
10
VIEWS
FacebookTwitter

ଭୁବନେଶ୍ୱର : ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା । ଲାଇନରେ ଥିଲେ ଆହୁରି ୪୯ ମହିଳା । ହେଲେ ଗୋଟିଏ ଭୁଲ ଫୋନ କଲ୍ ପୁରା ଖେଳକୁ ବିଗାଡି ଦେଲା । ଜଣେ ମହିଳା ପୋଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡିଥିଲା । ଆଉ ଧିରେ ଧିରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଧରାପଡିଯାଇଥିଲା ଛଦ୍ମବେଶୀ ଯୁବକ ।
ଧରାପଡ଼ିଲା ରସିକିଆ ଠକ। ରସିକିଆ ଠକକୁ ଧରିବାକୁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ । ଉକ୍ତ ଠକ ଏକାଧିକ ଯୁବତୀଙ୍କୁ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିଲା। ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ପ୍ରସ୍ତାବ ଦେଉଥିଲା । ଏହି ରସିକିଆ ଠକକୁ ଗିରଫ କରିିଛି କ୍ୟାପିଟାଲ ଥାନା ପୁଲିସ। ଅଭିଯୁକ୍ତର ନାଁ ସତ୍ୟଜିତ ସାମଲ। ଘର ଯାଜପୁର ଜିଲ୍ଲାର ଭିଙ୍ଗାରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏଥିସହ ଉକ୍ତ ଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର ଓ ବୁଲେଟ୍‌ ଜବତ କରାଯାଇଛି। ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍‌ ସହ ବିବାହ ସମ୍ପର୍କିତ ସମସ୍ତ ଡକ୍ୟୁମେଣ୍ଟ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଠକ ସତ୍ୟଜିତର ୫ ଜଣ ସ୍ତ୍ରୀ ରହିଥିବା ବେଳେ ଲାଇନ୍‌ରେ ଥିଲେ ଆଉ ୪୯ । ସେ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ଠକୁଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ୍‌ କରି ଟଙ୍କା ଠକେଇ କରୁଥିଲା। ମହିଳାଙ୍କୁ ଫସାଇ ବାହା ହେବା ପରେ ଲୋନ୍‌ ନେଇ ମଉଜ କରୁଥିଲା। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଗିରଫ ପାଇଁ ପ୍ରେମିକା ସାଜିଥିଲେ ଜଣେ ମହିଳା ପୁଲିସ। ପରେ ସତ୍ୟଜିତ ମହିଳା ପୁଲିସ ସହ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରି ଫସିଥିଲେ। କାରରେ ଲଙ୍ଗ ଡ୍ରାଇଭରେ ଯାଉଥିବାବେଳେ ମାଡି ବାସିଲା ପୁଲିସ । ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ଝିଅଙ୍କୁ ବିବାହ କରିଥିଲା ରସିକଆ ଠକ।

Tags: crimeodisha
ShareTweetShareSend
Sanchar Live

Sanchar Live

Next Post
୧୨ ବର୍ଷପରେ ଧୋନୀ-ଯୋଗିନ୍ଦର ଭେଟଘାଟ

୧୨ ବର୍ଷପରେ ଧୋନୀ-ଯୋଗିନ୍ଦର ଭେଟଘାଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୁମାର ପୂର୍ଣ୍ଣିମା ଦିନ ଧାର୍ଯ୍ୟକୁ ନେଇ ପୁଣି ଦ୍ୱନ୍ଦ୍ୱ
  • ଶପଥ ନେଲେ ନୂଆ ରାଜ୍ୟପାଳ
  • ନବରାତ୍ରି ଅଷ୍ଟମୀ ତିଥିରେ ମା’ ମହାଗୌରୀଙ୍କୁ କାହିଁକି କରାଯାଏ ପୂଜା
  • ପୂଜା ମଣ୍ଡପରେ ଦଳାଚକଟା ଘଟଣା: ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ
  • କୋଲକାତା ଦୁର୍ଗାପୂଜାରେ ଅଘଟଣ: ୧୮ ମୃତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.