Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସିଟି ବସ କର୍ମଚାରୀ ସଂଘ ପକ୍ଷରୁ କ୍ରୃଟ ମୁଖ୍ୟ ଅଫିସ ସମ୍ମୁଖରେ ଧାରଣା

Sanchar Live by Sanchar Live
October 9, 2024
in ଓଡିଶା
0
ସିଟି ବସ କର୍ମଚାରୀ ସଂଘ ପକ୍ଷରୁ କ୍ରୃଟ ମୁଖ୍ୟ ଅଫିସ ସମ୍ମୁଖରେ ଧାରଣା
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ସିଟି ବସ କର୍ମଚାରୀ ସଂଘ ପକ୍ଷରୁ କ୍ରୃଟ ମୁଖ୍ୟ ଅଫିସ ସମ୍ମୁଖରେ ଧାରଣା। ମହିଳା କର୍ମଚାରୀଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବନ୍ଦ କରିବା, କର୍ମଚାରୀମାନଙ୍କୁ ୧୮ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି ଓ ଦରମା ବୃଦ୍ଧି ସମେତ ୧୦ ଦଫା ଦାବି ନେଇ ଧାରଣା ଦେଇଛନ୍ତି ସିଟି ବସ କର୍ମଚାରୀ। ଏହା ସହିତ ସେମାନଙ୍କୁ ଉପରିସ୍ଥ ଅଧିକାରୀମାନେ ନାନା ପ୍ରକାର ନିର୍ଯ୍ୟାତନ ଦେଉଥିବା ସହ ବିନା କାରଣରେ ଡ୍ରାଇଭର ଓ କଣ୍ଟକ୍ଟରମାନଙ୍କୁ ଛଟେଇ କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ।ବାରମ୍ବାର ପୋଲିସ ନିକଟରେ ଅଭିଯୋଗ କଲେ ମଧ୍ୟ କ୍ରୃଟ ଅଧିକାରୀଙ୍କ ବିରୋଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ତେଣୁ ଖୁବ ଶୀଘ୍ର ନ୍ୟାୟ ନ ମିଳିଲେ ଆନ୍ଦୋଳନରତ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ଆବଶ୍ୟକ ହେଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।

Tags: Crutmo busprotest
ShareTweetShareSend
Sanchar Live

Sanchar Live

Next Post
ମୋ ଅସୁସ୍ଥତାକୁ ନେଇ ଗୁଜବ କରାଯାଉଛି: ରତନ ଟାଟା

ମୋ ଅସୁସ୍ଥତାକୁ ନେଇ ଗୁଜବ କରାଯାଉଛି: ରତନ ଟାଟା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.