Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ଲୁଟିନେଲେ

Sanchar Live by Sanchar Live
October 6, 2024
in ଅପରାଧ
0
ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ଲୁଟିନେଲେ
0
SHARES
18
VIEWS
FacebookTwitter

ସଂଚାର ବ୍ୟୁରୋ: ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ଅଭିନବ ଉପାୟରେ ଲୁଟି ନେଲେ 3 ଲକ୍ଷରୁ ଉର୍ଧ୍ବ ଟଙ୍କାର ସୂନା ଗହଣା । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାହାଡା ମାର୍କେଟରେ ଥିବା ଶାନ୍ତି ଜୁଏଲର୍ସରୁ ଗ୍ରାହକ ବେଶରେ ଆସି ଲୁଟି ନେଲେ 5 ଭରି ଓଜନର ଗହଣା । ଦୋକାନରେ ଲାଗିଥିବା ସିସିଟିଭି କ୍ଯାମେରାରେ କଏଦ ହୋଇଛି ଚୋରିର ବେଳର ଭିଡିଓ । ସିଂଲା ଥାନା ଅନ୍ତର୍ଗତ ସାହାଡା ଗାଁର ବନମାଳି ସାନ୍ତରାଙ୍କ ସାହାଡା ମାର୍କେଟ ରେ ଶାନ୍ତି ଜୁଏଲାର୍ସ ନାମରେ ଏକ ଗହଣା ଦୋକାନ ରହିଛି । ସବୁଦିନ ଭଳି ଗତକାଲି ଦୋକାନ ଖୋଲି ଗହଣା ବିକ୍ରି କରୁଥିବା ବେଳେ ଦୁଇଜଣ ଯୁବକ ଗହଣା କିଣିବା ବାହାନାରେ ଦୋକାନକୁ ଆସି ବିଭିନ୍ନ ଗହଣା ଦେଖାଇବାକୁ ଦୋକାନୀଙ୍କୁ କହିଥିଲେ । ଦୋକାନୀ ସେମାନଙ୍କୁ ଗହଣା ଦେଖାଇବା ସମୟରେ ଯୁବକ ଜଣକ ଆଖି ପିଛୁଳାକେ ଗହଣା ଧରି ଚମ୍ପଟ ମାରିଥିଲେ । ଏହି ସମସ୍ତ ଦୃଶ୍ଯ ଦୋକାନରେ ଲାଗିଥିବା ସିସିଟିଭି କ୍ଯାମେରାରେ ରେକର୍ଡ ହୋଇ ଥିଲା । ଏନେଇ ସିଂଲା ଥାନା ଲିଖିତ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । …

Tags: crimeJaleswarloot
ShareTweetShareSend
Sanchar Live

Sanchar Live

Next Post
ଚେନ୍ନାଇ ଏୟାର ସୋରେ ବଡ ଅଘଟଣ

ଚେନ୍ନାଇ ଏୟାର ସୋରେ ବଡ ଅଘଟଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.