Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ

Sanchar Live by Sanchar Live
October 4, 2024
in ଓଡିଶା
0
ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ତୁଳସୀକ୍ଷେତ୍ର  କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଦୁର୍ଗନ୍ଧଯୁକ୍ତ ପଚା ଘିଅର ବ୍ୟବହାରକୁ ନେଇ ସେବାୟତ ମହଲରେ ଅସନ୍ତୋଷ  ତେଜିଛି । ମନ୍ଦିର ପ୍ରଶାସନ ତରଫରୁ ଯୋଗାଇ  ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଠାକୁରଙ୍କ ପାଖରେ ଲାଗି କରି ନୀତିକାନ୍ତି  କରିବେ ନାହିଁ ବୋଲି ସେବାୟତମାନେ ଅଡ଼ି ବସିଥିଲେ । ପରେ ମନ୍ଦିର ପ୍ରଶାସନ ତରଫରୁ ନୂଆ ଘିଅ ଯୋଗାଇ ଦିଆଯିବା ପରେ ରାତି ପ୍ରାୟ ୯ଟା ବେଳକୁ ରାତ୍ରଧୂପ ବଢ଼ିଥିଲା ।  ଅନ୍ୟପକ୍ଷେ ଘିଅର ପ୍ରସ୍ତୁତି ତାରିଖ ଓ ବ୍ୟବହାର  ଅବଧି, ବ୍ୟାଚ୍‌ ନମ୍ବର ଆଦି ସମ୍ପର୍କରେ କୌଣସି  ତଥ୍ୟ ରହୁନଥିବାରୁ ବିବାଦ ସୃଷ୍ଟି ହୋଇଛି ।

ମିଳିଥିବା ତଥ୍ୟ ଅନୁସାରେ, ଓମ୍‌ଫେଡ୍‌  ତରଫରୁ ଶ୍ରୀବଳଦେବଜିଉଙ୍କ ମନ୍ଦିରରେ ଠାକୁରଙ୍କ  ନୀତିକାନ୍ତି ସମ୍ପାଦନ ଓ ଦୀପ ଜାଳିବା ପାଇଁ ଘିଅ  ଯୋଗାଇ ଦିଆଯାଉଛି । ଦିନକୁ ସାଢ଼େ ୩ କିଲୋ  ହିସାବରେ ମନ୍ଦିରରେ ମାସକୁ ପ୍ରାୟ ୧ କୁଇଣ୍ଟାଲ  ୧୫ କିଲୋ ଘିଅ ବ୍ୟବହୃତ ହୋଇଥାଏ । ଏ  ବାବଦକୁ ମାସକୁ ପ୍ରାୟ ୯୦ ହଜାର ଟଙ୍କା ଓମ୍‌ଫେଡ୍‌  ନେଉଛି । ଯାହାକୁ ଓମ୍‌ଫେଡ୍‌ କଟକ ୟୁନିଟ୍‌ ଆଜିକୁ  ପ୍ରାୟ ୭ ବର୍ଷ ହେବ ଯୋଗାଇ ଦେଉଛି । ପ୍ରତି ୧୫ଦିନରେ ଓମ୍‌ଫେଡ୍‌ ମନ୍ଦିର ପ୍ରଶାସନ ଜରିଆରେ  ଘିଅ ଯୋଗାଇ ଦେଇଥାଏ । ଏହା ୧୫ କେଜିଆ ଟିଣ ଡବାରେ ପ୍ୟାକିଂ ହୋଇ ଆସିଥାଏ । ଏଥିରେ  ଠାକୁରଙ୍କ ନୀତିକାନ୍ତି ସମ୍ପାଦନ କରାଯିବା ସହ  ଦୀପରେ ବ୍ୟବହାର ହୋଇଥାଏ । ଗୁରୁବାର ଦ୍ୱିପ୍ରହର  ଭୋଗ ପ୍ରସ୍ତୁତି ବେଳେ ଘିଅରୁ ଦୁର୍ଗନ୍ଧ ହେଉଥିବା  ଅଭିଯୋଗ ଉଠିଥିଲା । ଘିଅ ଡବାରେ ପ୍ରସ୍ତୁତି ତାରିଖ  ନଥିବା ବେଳେ ବ୍ୟବହାର ଅବଧି ବାବଦରେ  ସୂଚନା ନଥିଲା । ଯାହାକୁ ନେଇ ସେବାୟତ  ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ  ରାତ୍ରଧୂପ ସମୟରେ ଦୁର୍ଗନ୍ଧ ବାହାରୁଥିବା ଘିଅରେ  ନୀତିକାନ୍ତି କରିବେ ନାହିଁ ବୋଲି ସେବାୟତମାନେ  ମନା କରି ଦେଇଥିଲେ ।

Tags: baladev jiewgheekendrapada
ShareTweetShareSend
Sanchar Live

Sanchar Live

Next Post
ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଫୁଡ୍ ଇନ୍ସପେକ୍ଟର

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.