Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦିଲ୍ଲୀ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା

Sanchar Live by Sanchar Live
September 26, 2024
in ଭାରତ
0
ଦିଲ୍ଲୀର ଅଷ୍ଟମ ମୁଖ୍ଯମନ୍ତ୍ରୀ ଭାବେ ଆତିଶୀ ନେଲେ ଶପଥ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦାୟିତ୍ୱ ସମ୍ଭାଳିବା କ୍ଷଣି ରାଜଧାନୀରେ କାମ କରୁଥିବା ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ସେମାନଙ୍କ ନିମନ୍ତେ ସେ ଏକ ନୂଆ ବେତନ ଢାଞ୍ଚା ଘୋଷଣା କରିଛନ୍ତି । ଏହା ଅନୁସାରେ ଅଣକୁଶଳୀ ଶ୍ରମିକଙ୍କ ଲାଗି ସର୍ବନିମ୍ନ ଦରମା ୧୮,୦୬୬ ଟଙ୍କା ଏବଂ ଅର୍ଦ୍ଧକୁଶଳୀଙ୍କ ନିମନ୍ତେ ୧୯,୯୨୯ ଟଙ୍କା ଧାର୍ଯ୍ୟ ହୋଇଛି ।

ସେହିଭଳି କୁଶଳୀଙ୍କ ପାଇଁ ଏହା ୨୧,୯୧୭ ଟଙ୍କା ସ୍ଥିର ହୋଇଛି । ଦିଲ୍ଲୀରେ ଆଉ କାହାର ଦରମା ୧୮ ହଜାରରୁ କମ୍ ହେବ ନାହିଁ ବୋଲି ଆତିଶୀ ସରକାର ସ୍ପଷ୍ଟ କରିଛନ୍ତି । ଏହାର ଅର୍ଥ ଯଦି ଅଣକୁଶଳୀ ଶ୍ରମିକଙ୍କ ମାସିକ ଦରମାକୁ ଦେଖାଯାଏ, ତେବେ ସେମାନଙ୍କର ଦୈନିକ ମଜୁରି ପ୍ରାୟ ୬୦୦ ଟଙ୍କା ହେବ ।

ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଆତିଶୀ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ନ୍ୟୂନତମ ମଜୁରି ବୋଧେ ଦିଲ୍ଲୀରେ ଦିଆଯାଉଥିବା ମଜୁରି ତୁଳନାରେ ଅଧା । ତାଙ୍କ ମୁତାବକ, ଦିଲ୍ଲୀବାସୀଙ୍କୁ ଭଲ ବିଜୁଳି, ପାଣି, ସ୍କୁଲ ଏବଂ ହସ୍ପିଟାଲ ଭଳି ସୁବିଧା ସହିତ ଅନ୍ୟାନ୍ୟ ମୌଳିକ ସେବା ଯୋଗାଇ ଦିଆଯାଉଛି । ଦିଲ୍ଲୀ ସରକାର ଯେଉଁ ଐତିହାସିକ କାର୍ଯ୍ୟ କରୁଛନ୍ତି, ତାହା ସମଗ୍ର ଦେଶରେ ସମ୍ଭବ ନୁହେଁ । ସର୍ବନିମ୍ନ ମଜୁରି ଦୃଷ୍ଟିରୁ ଦିଲ୍ଲୀରେ ଏହା ସର୍ବାଧିକ ରହିଛି । ସେ କହିଛନ୍ତି, ଦିନମଜୁରିଆ, ପାଣି ପାଇପ୍ ମିସ୍ତ୍ରିଙ୍କ ଭଳି ଶ୍ରମିକ ଶ୍ରେଣୀର ଲୋକ ସର୍ବନିମ୍ନ ମଜୁରି ପାଉଛନ୍ତି । ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ଦିଲ୍ଲୀ ସରକାର ସର୍ବନିମ୍ନ ମଜୁରିକୁ ଐତିହାସିକ ସ୍ତରକୁ ନେଇଯାଇଛନ୍ତି।

Tags: atishidelhi cm
ShareTweetShareSend
Sanchar Live

Sanchar Live

Next Post
ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା

ସାଇବର ଥାନାରେ କଣ୍ଠଶିଳ୍ପୀ ପମି ମିଶ୍ର ଓ ପ୍ରଯୋଜକ କୃଷ୍ଣଚନ୍ଦ୍ର ବେହେରା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.