Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଆତିଶୀଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

Sanchar Live by Sanchar Live
September 17, 2024
in ଭାରତ
0
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାକୁ ଥିବା ଆତିଶୀଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା
0
SHARES
25
VIEWS
FacebookTwitter

ସଂଚାର ବ୍ୟୁରୋ: ଜେଲରୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିଓ୍ବାଲ।  ତାଙ୍କର ଇସ୍ତଫା ପରେ ସରକାର ଗଠନ କରିବା ନେଇ ଉପରାଜ୍ୟପାଳଙ୍କ ଆଗରେ ଦାବି ରଖିଛନ୍ତି ଆତିଶି। ଏହା ସହ ଖୁବ୍ ଶୀଘ୍ର ଶପଥ ନେବା ତାରିଖ ଦେବାକୁ କହିଛନ୍ତି। ଏଭଳି ସ୍ଥିତିରେ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିବା କେବଳ ଆମ୍ ଆଦମୀ ପାର୍ଟି ପାଇଁ ଏକ ମାଇଲଖୁଣ୍ଟ ନୁହେଁ, ବରଂ ସେ ଭାରତୀୟ ରାଜନୀତି ଇତିହାସରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି।। ଆତିଶି ହେଉଛନ୍ତି ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ। ୧୯୯୮ରେ କଂଗ୍ରେସର ଶିଲା ଦୀକ୍ଷିତ୍ ଦିଲ୍ଲୀର ସିଏମ୍ ହୋଇଥିଲେ। ସେ ଏହି ପଦବୀରେ ୧୫ ବର୍ଷ ୨୫ ଦିନ ରହିଥିଲେ।  ତାଙ୍କ ପରେ  ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ସୁଷମା ସ୍ୱରାଜ ୧୯୯୮ ରେ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ।ଶିଲା ଦୀକ୍ଷିତଙ୍କର ପ୍ରାୟ ଏକ ଦଶକ ପରେ ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଫେରିଛନ୍ତି। ଏହା ସହ ଆତିଶି ଭାରତର ସବୁଠାରୁ କମ୍ ବୟସ୍କ ମହିଳା ମୁଖ୍ୟମନ୍ତ୍ରୀଙ୍କ ଲିଷ୍ଟରେ ୧୭ ତମ ସ୍ଥାନରେ ରହିବେ। ସେଭଳି  ଦିଲ୍ଲୀର ସବୁଠାରୁ କମ୍ ବୟସ୍କା ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ହେବେ।

ଏପର୍ଯ୍ୟନ୍ତର ସବୁଠାରୁ କମ୍ ବୟସ୍କା ମହିଳା ମୁଖ୍ୟମନ୍ତ୍ରୀ ରେକର୍ଡ ଶଶିକଳା କାକୋଡରଙ୍କ ନାଁରେ ରହିଛି, ସେ ୩୮ ବର୍ଷ ବୟସରେ ଗୋଆର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ନନ୍ଦିନୀ ଶତପଥୀ ୪୧ ବର୍ଷ ବୟସରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଏସ୍‌ପି ନେତ୍ରୀ କୁମାରୀ ମାୟାବତୀ ୩୯ ବର୍ଷରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାୟାବତୀଙ୍କ ବ୍ୟତୀତ ସିଏମ୍ ପଦ ସମ୍ଭାଳିଥିବା ଆଉ ଜଣେ ଯୁବ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ। ଚାରା ଘୋଟାଲା ଦୁର୍ନୀତିରେ ଲାଲୁ ଦୋଷୀ ସାବ୍ୟସ୍ତ ହେବାପରେ ରାବ୍ରି ଦେବୀ ୧୯୯୭ ରେ ୪୨ ବଷ ବୟସରେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୫ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ।

ସେଭଳି ୧୯୯୧ ରେ ୪୩ ବର୍ଷରେ ତାମିଲନାଡୁର ସବୁଠାରୁ ଯୁବ ଓ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେ.ଜୟଲଳିତା। ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଖୁବ୍ ବିବାଦୀୟ ଥିଲା। ୨୯ ସେପ୍ଟେମ୍ବର ୨୦୧୪ ରେ ଆୟଠାରୁ ଅଧିକ ସମ୍ପତ୍ତି ମାମଲାରେ ବେଙ୍ଗାଲୁରର ସ୍ବତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।ପଦବୀରେ ଥାଇ ଜୟଲଳିତା ଗିରଫ ହୋଇଥିବା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ସେଭଳି ବିଜେପିର ଉମା ଭାରତୀ ୪୪ ବର୍ଷ ବୟସରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Tags: app partyatishidelhi cmTrump Inauguration
ShareTweetShareSend
Sanchar Live

Sanchar Live

Next Post
ସୁଭଦ୍ରା ଯୋଜନା : ୫ ହଜାର ଆକାଉଣ୍ଟକୁ ଆସିଲା, ୫୦ ହଜାରର ଭାଉଚର କାହିଁକି ଦେଲ : ବିଜେଡି

ସୁଭଦ୍ରା ଯୋଜନା : ୫ ହଜାର ଆକାଉଣ୍ଟକୁ ଆସିଲା, ୫୦ ହଜାରର ଭାଉଚର କାହିଁକି ଦେଲ : ବିଜେଡି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୩ଟି ବିଭାଗର ୪ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର
  • ଲାଗିଲାଣି ଭିଡ଼, ଗାଁଠୁ ସହର ଉତ୍ସବ ମୁଖର
  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.