Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଜୁନିୟର ଡାକ୍ତରଙ୍କୁ ଏମିତି କହିଲେ ମମତା

Sanchar Live by Sanchar Live
September 14, 2024
in ଭାରତ
0
ଜୁନିୟର ଡାକ୍ତରଙ୍କୁ ଏମିତି କହିଲେ ମମତା
0
SHARES
10
VIEWS
FacebookTwitter

ସଂଚାର ବ୍ୟୁରୋ: କୋଲକାତା ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଗତ ୩୩ ଦିନ ଧରି ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଆପଣଙ୍କ ବିରୋଧ ପ୍ରଦର୍ଶନକୁ ମୁଁ ସଲାମ କରୁଛି।

ମୁଁ ବି ଜଣେ ଛାତ୍ର ନେତ୍ରୀ ଥିଲି। ଗତକାଲି(ଶୁକ୍ରବାର) ଖୁବ୍ ବର୍ଷା ହୋଇଥିଲା। ଆପଣମାନେ ଶୋଇ ପାରିନଥିଲେ, ନା ମୁଁ ବି ଶୋଇପାରିଲି। ଏହା ବିଗତ ୩୩ ଦିନ ଧରି ଜାରି ରହିଛି’

ଯେତେବେଳେ ଆପଣ ଶୋଇଥାନ୍ତି ଆମେ ଚାହିଁଥାଉ। ମୋ ପୋଷ୍ଟ ନୁହେଁ, ଆପଣଙ୍କ ପୋଷ୍ଟ ବଡ। ମୁଁ ଶୁକ୍ରବାର ରାତିରେ ଶୋଇ ପାରିନଥିଲି, କାରଣ ଆପଣ ସମସ୍ତେ ଏହି ପ୍ରବଳ ବର୍ଷାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏତେ କଷ୍ଟ ସହୁଛନ୍ତି। ଯଦି ଆପଣ ପ୍ରଦର୍ଶନ ଶେଷ କରିବାକୁ ଚାହାନ୍ତି ତେବେ ମୁଁ ଆପଣଙ୍କ ସହ ଅଫିସିଆଲି କଥା ହେବି ଓ ଆପଣଙ୍କ ଦାବି ବିଷୟରେ ଆଲୋଚନା କରିବି।

ମୁଁ ଆପଣ ସମସ୍ତଙ୍କ ଦାବି ଉପରେ ବିଚାର କରିବି। ମୁଁ ସିବିଆଇକୁ କହିବୁ ଅପରାଧିଙ୍କୁ ଫାଶୀ ଦିଅନ୍ତୁ। ଯଦି ଆପଣ କାମକୁ ଫେରିବାକୁ ଚାହାନ୍ତି, ତେବେ ମୁଁ ପ୍ରତିଶୃତି ଦେଉଛି ଆପଣଙ୍କ ଦାବିର ଅଧ୍ୟୟନ କରିବି। ମୁଁ ଆପଣଙ୍କ ଦାବି ଉପରେ ବିଚାର କରିବି। ଏଭଳି ସ୍ଥିତିରେ ଆପଣଙ୍କୁ ଅନୁରୋଧ କରୁଛି, ମୋତେ କିଛି ସମୟ ଦିଅନ୍ତୁ। ଯଦି ଆପଣ କିଛି ସମୟ ଦିଅନ୍ତି ତେବେ ମୁଁ ଆପଣଙ୍କ ଦାବି ଉପରେ ବିଚାର କରିବି। ମୁଁ ସେହି ରାତିରେ ଶୋଇ ପାରୁନି ଯେତେବେଳେ ଆପଣ ସଡକ ଉପରେ ଥିଲେ। ମୁଁ ଆପଣଙ୍କୁ ଏହା କହିବାକୁ ଆସିଛି, ଦୟାକରି ଏଭଳି କରନ୍ତୁ ନାହିଁ। ମୁଁ ପ୍ରତିଶୃତି ଦେଉଛି ଆପଣଙ୍କ ଦାବି ପୂରଣ କରିବି। ମୁଁ ସିବିଆଇକୁ ପଚାରିବି ଓ ଅନୁରୋଧ କରିବି। ଯଦି ଆପଣ ମୋତେ ଭରସା କରନ୍ତି, ତେବେ ଦୟାକରି ସମୟ ଦିଅନ୍ତୁ। ଯଦି ମୁଁ କାହାକୁ ଦୋଷୀ ପାଇବି ନିଶ୍ଚିତ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

Tags: junior doctormamata banarjeerg kar
ShareTweetShareSend
Sanchar Live

Sanchar Live

Next Post
ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.