Thursday, September 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ

Sanchar Live by Sanchar Live
September 24, 2026
in ଓଡିଶା
0
ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ
0
SHARES
0
VIEWS
FacebookTwitter

ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ । ପ୍ରବଳ ପବନ ଓ ଉଚ୍ଚ ଢେଉ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇପଡ଼ିଛି ଚିଲିକା । ଏହାର ପ୍ରଭାବରେ ଚିଲିକାରେ ବନ୍ଧା ହୋଇଥିବା ମତ୍ସ୍ୟଜୀବୀଙ୍କ ଅନେକ ଡଙ୍ଗା ଭାଙ୍ଗିବା ସହ ବୁଡ଼ିଯାଇଥିବା ଜଣାପଡ଼ିଛି ।

ବିଶେଷ କରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଡିପ୍ ଡିପ୍ରେସନର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଚିଲିକାରେ ଉଚ୍ଚ ଢେଉ ସହ ପବନର ବେଗ ବଢ଼ିବା ଯୋଗୁଁ କୂଳରେ ବନ୍ଧା ହୋଇଥିବା ଡଙ୍ଗାଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି । କୃଷ୍ଣପ୍ରସାଦ ବ୍ଲକ ଅରଖକୁଦାର ମଙ୍ଗଳାସାହି ଏବଂ ଲକ୍ଷ୍ମୀନାରାୟଣ ସାହିର ମତ୍ସ୍ୟଜୀବୀଙ୍କ ଡଙ୍ଗା ଚିଲିକାରେ ବୁଡ଼ିଯାଇଛି। କେତେକ ଡଙ୍ଗା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଫଳରେ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି ।

ଡଙ୍ଗା ହେଉଛି ମତ୍ସ୍ୟଜୀବୀଙ୍କ ଜୀବିକାର ମୁଖ୍ୟ ମାଧ୍ୟମ । ତେଣୁ ଡଙ୍ଗା ବୁଡ଼ିଯିବା ଓ ଭାଙ୍ଗିଯିବା ଯୋଗୁଁ ସେମାନଙ୍କ ଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି । ଡିପ୍ ଡିପ୍ରେସନ ପ୍ରଭାବରେ ପାଗ ଅଶାନ୍ତ ରହିଥିବାରୁ ଚିଲିକାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପ୍ରଶାସନ ଓ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏଭଳି ପରିସ୍ଥିତିରେ ମତ୍ସ୍ୟଜୀବୀଙ୍କ ସୁରକ୍ଷା ସହ ଡଙ୍ଗାଗୁଡ଼ିକର କ୍ଷୟକ୍ଷତି ଉପରେ ମଧ୍ୟ ନଜର ରଖାଯାଉଛି ।

Tags: Chillikadeep dipesion
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଚିଲିକାରେ ଡିପ୍ ଡିପ୍ରେସନର ପ୍ରଭାବ
  • ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ
  • ସମ୍ବଲପୁର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଆରମ୍ଭ
  • ପୁରୀରେ ରେସ୍ତୋରାଁ କର୍ମଚାରୀଙ୍କ ବର୍ବରତା: ପର୍ଯ୍ୟଟକଙ୍କୁ ପିଟିଲେ…
  • ଜଳିଗଲା ଚଳନ୍ତା ବସ, ୯ ଜଣଙ୍କ ମୃତ୍ୟୁ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.