Monday, August 3, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା

Sanchar Live by Sanchar Live
August 3, 2026
in ଜୀବନ ଶୈଳୀ
0
ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା
0
SHARES
1
VIEWS
FacebookTwitter

ଭାରତରେ ଅନେକ ଚା’ ପ୍ରେମୀ ଅଛନ୍ତି । ଆଉ ଚା’ ସହ ଟିକେ ବିସ୍କୁଟ ହେଇଗଲେ ଲୋକଙ୍କ ଜଳଖିଆ ହୋଇଯାଏ । ଅଧିକାଂଶ ଲୋକ ଚା’ରେ ବିସ୍କୁଟ ବୁଡ଼ାଇ ଖାଇବାକୁ ବହୁତ ପସନ୍ଦ କରନ୍ତି । ସେ ସନ୍ଧ୍ୟାର ଚା’ ହେଉ କିମ୍ବା ସକାଳର ଜଳଖିଆ ହେଉ, କିଛି ଲୋକ ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ଏକାଠି ଚା’ ବିସ୍କୁଟ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇପାରେ?

ଯଦି ଆପଣ ମଧ୍ୟ ଚା ଏବଂ ବିସ୍କୁଟ ଏକାଠି ଖାଇବାକୁ ପସନ୍ଦ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିବା ସହ ଚା’ରେ ମଧ୍ୟ କଫିନ୍ ଏବଂ ଚିନି ଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଆଜି ଆମେ ଆପଣଙ୍କୁ ଚା ଓ ବିସ୍କୁଟର କ୍ଷତିକାରକ ଗୁଣ ବିଷୟରେ ଜଣାଇବୁ ।

ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା:

ଏସିଡିଟି ଓ ବ୍ଲୋଟିଂ: ଚା ଓ ବିସ୍କୁଟର ମିଶ୍ରଣ ପେଟ ପାଇଁ ମଧ୍ୟ ଭଲ ନୁହେଁ । ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ବ୍ଲୋଟିଂ ହୋଇଥାଏ । କାରଣ ଏଥିରେ ଥିବା ରିଫାଇନ୍ଡ ମଇଦା, ଚିନି ଓ ଫ୍ୟାଟ ଶୀଘ୍ର ହଜମ ହଜମ ହୁଏ ନାହିଁ ଏବଂ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

ସୁଗାର ଲେବଲ ବୃଦ୍ଧି କରେ: ଚା’ରେ କଫିନ୍ ଏବଂ ଚିନି ଥାଏ । ଏଥି ସହିତ ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିଥାଏ । ଏହାକୁ ଖାଇବା ଦ୍ୱାରା ହଠାତ୍ ସୁଗାର ଲେବଲ ବଢିଯାଏ । ସେଥିପାଇଁ ଡାଇବେଟିସ୍ ଓ ଥାଏରୟଡ ରୋଗୀ ଚା’ ବିସ୍କୁଟ ଖାଇବା ଆଦୌ ଉଚିତ ନୁହେଁ ।

ମୋଟାପଣ: ଚା-ବିସ୍କୁଟ ଖାଇବା ଦ୍ୱାରା ମଧ୍ୟ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଦେଇନଥାଏ କିନ୍ତୁ ଚର୍ବି ଜମା କରିଥାଏ । ଏହା ମେଟାବୋଲିଜିମ୍ କୁ ମଧ୍ୟ ସ୍ଲୋ କରିଦେଇଥାଏ, ଯାହା ଓଜନ ବୃଦ୍ଧି କରିଥାଏ । ଚା’ ଏବଂ ବିସ୍କୁଟ ଉଭୟରେ ସୁଗାର ରହିବା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍‌ କରିଥାଏ ।

ଚା’ ସହିତ କ’ଣ ଖାଇବେ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ଚା ସହିତ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ମଖାନା ହେଉଛି ସର୍ବୋତ୍ତମ ବିକଳ୍ପ । ଏହା ବ୍ୟତୀତ ଆପଣ ଭଜା ବୁଟ, ଚିନାବାଦାମ କିମ୍ବା ଘରେ ପ୍ରସ୍ତୁତ କୌଣସି ସ୍ୱାସ୍ଥ୍ୟକର ଜଳଖିଆ ଖାଇପାରିବେ ।

Tags: biscoutshelthtipslifestyletea
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଚା ଓ ବିସ୍କୁଟ ଖାଇବା ଦ୍ୱାରା ଦେଖାଦେଇପାରେ ଏହି ସମସ୍ୟା
  • ବୁମରାଙ୍କ ସ୍ଥାନରେ ଦ୍ରୁତ ବୋଲର ଆକିବ ନବିଙ୍କୁ ସୁଯୋଗ ଦେଲା BCCI
  • ଯୌନ ନିର୍ଯାତନା ମାମଲାରେ ବ୍ରିଜ୍ ଭୂଷଣଙ୍କୁ ବଡ଼ ଆଶ୍ବସ୍ତି
  • ଆଜିଠାରୁ ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
  • ଟ୍ରେନରେ ଲାଗିଲା ନିଆଁ, ଜଳିଗଲା ୩ ବଗି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.