Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ପ୍ୟାରିସ ପାରାଲିମ୍ପିକ୍ସରେ ୨୯ ପଦକ ହାସଲ କରି ରେକର୍ଡ କଲା ଭାରତ

Sanchar Live by Sanchar Live
September 9, 2024
in କ୍ରୀଡ଼ା
0
ପ୍ୟାରିସ ପାରାଲିମ୍ପିକ୍ସରେ ୨୯ ପଦକ ହାସଲ କରି ରେକର୍ଡ କଲା ଭାରତ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ : ଐତିହାସିକ ପ୍ରଦର୍ଶନ ସହ ଭାରତ ଶେଷ କରିଛି ପ୍ୟାରିସ ପାରା ଅଲମ୍ପିକ୍ସ ୨୦୨୪ର ଅଭିଯାନ,୭ ସ୍ବର୍ଣ୍ଣ ସହ ୯ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୯ ପଦକ ପାଇ ଅଷ୍ଟାଦଶ ସ୍ଥାନରେ ରହି କରିଛି ରେକର୍ଡ, ରଚିଛି ଇତିହାସ ଛୁଇଁଛି ନୂଆ ମାଇଲ୍‌ଖୁଣ୍ଟ । ଏହି ପ୍ରତିଯୋଗିତା ଲାଗି ୮୪ ଜଣିଆ ଭାରତୀୟ ପାରାଆଥ୍‌ଲେଟ୍‌ ଯୋଗଦେଇଥିଲେ,୨୯ ପଦକ ଜିତି ସାରା ବିଶ୍ବର ହୃଦୟ ଜିତିଛନ୍ତି। ୨୦୨୦ ଟୋକିଓ ପାରା ଅଲମ୍ପିକ୍ସରେ ୫୪ଜଣିଆ ଭାରତୀୟ ଦଳ ଭାଗ ନେଇଥିଲେ,୫ ସ୍ବର୍ଣ୍ଣ,୮ ରୌପ୍ୟ,୬କାଂସ୍ୟ ସହ ୧୯ ପଦକ ଜିତିଥିଲେ,କିନ୍ତୁ ୨୦୨୪ରେ ପୂର୍ବ ଅପେକ୍ଷା ଅଧିକ ୧୦ ପଦକ ଜିତିଛି ଭାରତ। ‌ପ୍ୟାରିସ୍‌ରେ ଭାରତ ‌ଦୌଡ଼କୁଦରୁ ସର୍ବାଧିକ ୧୭ ପଦକ ମିଳିଥିବାବେଳେ ୪ ସ୍ବର୍ଣ୍ଣ, ୬ ରୌପ୍ୟ, ୭ କାଂସ୍ୟ ସେଥିରେ ରହିଛି। ଯାହା ମୋଟ ପଦକର ୫୮.୬୨ ପ୍ରତିଶତ।

ଦୌଡ଼କୁଦରୁ ଭାରତକୁ ୧୭ ପଦକ,‌ବ୍ୟାଡ୍‌ମିଣ୍ଟନରୁ ୫,ସୁଟିଂରୁ ୪,ତୀରନ୍ଦାଜିରୁ୨,ଜୁଡ଼ୋ ରୁ ଆସିଛି୧ପଦକ। ଅନ୍ୟପଟେ ଚୀନ୍‌ ୯୪ ସ୍ବର୍ଣ୍ଣ, ୭୬ ରୌପ୍ୟ, ୫୦ କାଂସ୍ୟସହ ମୋଟ ୨୨୦ ପଦକ ସହ ପ୍ରଥମ,ବ୍ରିଟେନ୍‌  ୪୯ ସ୍ବର୍ଣ୍ଣ, ୪୪ ରୌପ୍ୟ, ୩୧ କାଂସ୍ୟ ସହ ମୋଟ ୧୨୪ ପଦକ ସହ ଦ୍ବିତୀୟ,ଆମେରିକା ୩୬ ସ୍ବର୍ଣ୍ଣ, ୪୨ ରୌପ୍ୟ, ୨୭ କାଂସ୍ୟ,ମୋଟ ୧୦୫ ପଦକ ସହ ତୃତୀୟ ସ୍ଥାନରେ ରହିଛନ୍ତି। ୨୯ ପଦକ ସହ ଭାରତର ପ୍ୟାରିସ୍ ପାରା ଅଲମ୍ପିକ୍ସ ଅଭିଯାନ ଶେଷ କରିଥିବାବେଳେ ,ଆମେରିକାର ଲସ୍ ଏଞ୍ଜେଲସରେ ୨୦୨୮ରେ ଆୟୋଜିତ ହେବ ପାରା ଅଲମ୍ପିକ୍ସର ୧୮ତମ ସଂସ୍କରଣ। କ୍ରୀଡ଼ାକ୍ଷେତ୍ରରେ ଆଗକୁ ଭାରତ ଆଗଉଛି ବିଶ୍ବ`

Tags: indiamedalparris paraolympics
ShareTweetShareSend
Sanchar Live

Sanchar Live

Next Post
ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଲଘୁଚାପଜନିତ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.