Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

୨୦୨୭ ବିଶ୍ୱକପ ଖେଳିବେ ତ ରୋ-କୋ?

Sanchar Live by Sanchar Live
June 20, 2026
in କ୍ରୀଡ଼ା
0
୨୦୨୭ ବିଶ୍ୱକପ ଖେଳିବେ ତ ରୋ-କୋ?
0
SHARES
13
VIEWS
FacebookTwitter

ଦିନିକିଆ ବିଶ୍ଵକପ୍‌କୁ ପ୍ରାୟ ବର୍ଷେ ବାକି ଅଛି । ଏଭଳି ସମୟରେ ଭାରତୀୟ ଦଳର ଦୁଇ ସୁପରଷ୍ଟାର ବିରାଟ ଓ ରୋହିତଙ୍କ ଫର୍ମ ଓ ଫିଟନେସ୍ ଉପରେ ରହିଛି ସମସ୍ତଙ୍କ ନଜର । ନୂଆ ଖେଳାଳିଙ୍କ ପ୍ରଦର୍ଶନ ଯୋଗୁଁ ବରିଷ୍ଠ ଖେଳାଳି ସେମାନଙ୍କ ସ୍ଥାନରେ ରହିବା ଉପରେ ଚାପ ବଢ଼ିଛି । ଯେତେବେଳେ କି ପୂର୍ବରୁ ସେମାନଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ଓ ସୁରକ୍ଷିତ ଲାଗୁଥିଲା ।

୨୦୨୭ ଦିନିକିଆ ବିଶ୍ଵକପ୍ ପାଇଁ ବିସିସିଆଇ ପ୍ରସ୍ତୁତି ଜାରି ରଖିଛି । ତେବେ ପ୍ରସ୍ତୁତିକୁ ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ବିସିସିଆଇ ସଚିବ ଦେବଜିତ୍ ସୈକିୟା । ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ବେଳେ ସୈକିୟା ନିର୍ଦ୍ଦିଷ୍ଟ ଖେଳାଳି ଓ ଦଳରେ ସେମାନଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଆଗାମୀ ବର୍ଷ ଖେଳାଯିବାକୁ ଥିବା ଦିନିକିଆ ବିଶ୍ଵକପ୍ ନେଇ ଯେବେ ବି ଆଲୋଚନା ହୁଏ ସେବେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ନାଁ ପ୍ରଥମେ ଚର୍ଚ୍ଚାକୁ ଆସେ । ଯାହାକୁ ନେଇ ସୈକିୟା କହିଛନ୍ତି, “ବୋର୍ଡ ରୁମ୍‌ରେ ହେଉଥିବା ରଣନୈତିକ ଚର୍ଚ୍ଚା ଆଭ୍ୟନ୍ତରୀଣ ରହିବା ଉଚିତ୍ ।”
ଉଭୟ ବିରାଟ କୋହଲି ଓ ରୋହିତ ଶର୍ମା ଦିନିକିଆ ବିଶ୍ଵକପ୍ ଖେଳିବାକୁ ଆଶାବାଦୀ ଅଛନ୍ତି । କିନ୍ତୁ ଉଭୟଙ୍କ ଚୟନ ନେଇ କମିଟିର ମୁଖ୍ୟ ଅଜିତ ଅଗରକର ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଇ ନାହାନ୍ତି ।

ବିସିସିଆଇ ସଚିବ ଦେବଜିତ୍ ସୈକିୟା କହିଛନ୍ତି, “ଆମ ପାଖେ ବହୁତ ସୁବ୍ୟବସ୍ଥିତ ଟିମ୍ ଓ ଅନକ ବିଶେଷଜ୍ଞ ଅନ୍ତି । ସମସ୍ତଙ୍କୁ ନେଇ ଆଲୋଚନା ହେଉଛି । ନିୟମିତ ଚର୍ଚ୍ଚା ଚାଲିଛି, ତେଣୁ କୌଣସି ପ୍ରକାର ବିଶେଷ ଆଲୋଚନାର ଆବଶ୍ୟକତା ନାହିଁ ।”

ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବର୍ତ୍ତମାନ ବିସିସିଆଇ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ କୌଣସି ସାର୍ବଜନୀନ ସଂକେତ ଦେବାକୁ ଚାହୁଁ ନାହିଁ ।

ଏବେ ଆହତ କାରଣରୁ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ଖେଳୁ ନାହାନ୍ତି । ସେହିଭଳି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିବା ବେଳେ ଲକ୍ଷ୍ନୌ ଦିନିକିଆରେ ୪୮ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି । ଏବେ ସମସ୍ତଙ୍କ ନଜର ବିସିସିଆଇର ନିଷ୍ପତ୍ତି ଉପରେ ।

Tags: bcciRohitsharmaVirat kohli
ShareTweetShareSend
Sanchar Live

Sanchar Live

Next Post
ପ୍ରେମିକଙ୍କୁ ଅନ୍ୟ କାହା ସହିତ ବାହା ହେବାର ସ୍ବପ୍ନ ଦେଖୁଛନ୍ତି କି?

ପ୍ରେମିକଙ୍କୁ ଅନ୍ୟ କାହା ସହିତ ବାହା ହେବାର ସ୍ବପ୍ନ ଦେଖୁଛନ୍ତି କି?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.