Monday, May 11, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ଓଡଗାଁରେ ହିଂସା, ଯୁବକଙ୍କୁ ମାରିଦେଲେ

Sanchar Live by Sanchar Live
May 11, 2026
in ଅପରାଧ
0
ଓଡଗାଁରେ ହିଂସା, ଯୁବକଙ୍କୁ ମାରିଦେଲେ

Oplus_0

0
SHARES
1
VIEWS
FacebookTwitter

ରାଜଧାନୀ ଭୁବନେଶ୍ୱର ବାଲିଅନ୍ତା ଭିଡ଼ ହିଂସା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ନୟାଗଡ଼ରୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡର ଖବର । ନୟାଗଡ଼ରେ ପଥର ମାଫିଆଙ୍କୁ ଗୁଣ୍ଡାରାଜ । ମାଙ୍କଡ଼ା ପଥର ଖନନକୁ ବିରୋଧ କରୁଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବିଜୟଦାଣ୍ଡ ସାହିର ଅଜିତ ସାହୁ ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ କଦଳୀବନ୍ଧ ଅଞ୍ଚଳରେ ମାଙ୍କଡ଼ା ପଥର ଖନନକୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିଲେ । ଗତକାଲି ରାତିରେ କଦଳୀବନ୍ଧ ରାସ୍ତାରେ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବାବେଳେ ଅଜିତ ସାହୁ ଏବଂ  ତାଙ୍କର ଦୁଇ ସହଯୋଗୀ ଦେଖି ଅଟକାଇଥିଲେ । ଏହା ଓଡ଼ଗାଁ ଥାନା ପୋଲିସକୁ ଖବର ଦେଇଥିଲେ । ଏହି ସମୟରେ ଗାଡ଼ିରୁ ୬ ଜଣ ଲୋକ ମାରଣାସ୍ତ୍ର ଧରି ବାହାରିବା ସମୟରେ ଅଜିତଙ୍କର ଦୁଇ ସହଯୋଗୀ ଘଟଣା ସ୍ଥଳରୁ ଭୟରେ ଫେରାର ହୋଇଯାଇଥିଲେ । କିନ୍ତୁ ଅଜିତ ଏକୁଟିଆ ସାହସର ସହିତ ସେମାନଙ୍କ ସହିତ ଯୁକ୍ତି ତର୍କ କରିଥିଲେ ଏବଂ ହାତାହାତି ମଧ୍ୟ ହୋଇଥିଲେ । ଏହି ସମୟରେ ପଥର ୪ ଜଣ ମାଫିଆ ଅଜିତଙ୍କ କାବୁ କରି ନେଇଥିଲେ ଏବଂ ଅନ୍ୟ ୨ ଜଣ ଅଜିତଙ୍କର ପ୍ରଥମେ ବାମ ହାତକୁ ହାଣି ଦେଇଥିଲେ । ଏହା ପରେ ଅଜିତଙ୍କ ଡାହାଣ ହାତ ପାପୁଲିକୁ ହାଣି ଦେଇ ଚମ୍ପଟ୍ ମାରିଥିଲେ । ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ଅଜିତଙ୍କର ଜୀବନ ଚାଲିଯାଇଥିଲା ।

ଏହାକୁ ନେଇ କଦଳୀବନ୍ଧ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଏହାର ବିରୋଧରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଅଜିତ ନ୍ୟାୟ ଦେବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ନୟାଗଡ଼ ଓଡ଼ଗାଁ ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି ।

Tags: crimeOdogaon
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଓଡଗାଁରେ ହିଂସା, ଯୁବକଙ୍କୁ ମାରିଦେଲେ
  • ଖାଇକୁ ଖସିଲା କାର : ୬ ମୃତ, ୪ ଆହତ
  • ରତ୍ନ ଅଳଙ୍କାରର ଗଣତି ମଣତି : ବନ୍ଦ ରହିବ ଭିତର କାଠ ଦର୍ଶନ
  • ହିମନ୍ତ ବିଶ୍ବଶର୍ମା ପୁଣି ହେବେ ଆସାମର ମୁଖ୍ୟମନ୍ତ୍ରୀ, କାଲି ନେବେ ଶପଥ
  • ଆଜି ପଞ୍ଜାବ ଓ ଦିଲ୍ଲୀ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.