Tuesday, September 22, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଲକ୍ଷ୍ନୌକୁ ଭେଟିବ RCB, ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

Sanchar Live by Sanchar Live
May 7, 2026
in କ୍ରୀଡ଼ା
0
ଆଜି ଲକ୍ଷ୍ନୌକୁ ଭେଟିବ RCB, ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ
0
SHARES
6
VIEWS
FacebookTwitter

ଚଳିତ ଆଇପିଏଲ୍‌ ୫୦ତମ ଲିଗ୍ ମୁକାବିଲାରେ ଆଜି ଏଲଏସଜି ନିଜ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ(ଆରସିବି)କୁ ଭେଟିବ । ବେଙ୍ଗାଲୁରୁ ଆଜି ମ୍ୟାଚ ଜିତି ପ୍ଲେ-ଅଫ୍ ପାଇଁ ପଥ ପରିସ୍କାର କରିବ । ଲକ୍ଷ୍ନୌ ପରାଜିତ ହେଲେ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିବ ।

ବେଙ୍ଗାଲୁରୁ ୯ଟି ମ୍ୟାଚ ଖେଳି ୬ ବିଜୟ ସହ ମୋଟ୍ ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଆଗକୁ ଦଳ ଆଉ ୫ଟି ଲିଗ୍ ମ୍ୟାଚ ଖେଳିବ । ଫଳରେ ଚାମ୍ପିଅନ୍ ଦଳ ପାଇଁ ପ୍ଲେ-ଅଫ୍ରେ ପ୍ରବେଶ କରିବା କଷ୍ଟକର ହେବ ନାହିଁ । ରିଷଭ ପନ୍ତଙ୍କ ଦଳର ଭାଗ୍ୟ ସୂତା ଖିଅରେ ଝୁଲୁଛି । ଲକ୍ଷ୍ନୌ ମଧ୍ୟ ଆଗକୁ ଶେଷ ୫ଟି ଯାକ ମ୍ୟାଚ ଜିତିଲେ ମୋଟ୍ ୧୪ ପଏଣ୍ଟ ଅର୍ଜନ କରିବ । ଗୋଟିଏ ପରାଜୟ ବିଦାୟ ରାସ୍ତା ଦେଖାଇବ । ତେଣୁ ଆଜି  ଲକ୍ଷ୍ନୌକୁ ସମସ୍ତ ଶକ୍ତି ଖଟାଇ ବିଜୟ ହାସଲ କରିବାକୁ ପଡ଼ିବ ।

ପନ୍ତ, ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଫର୍ମରେ ନଥିବାରୁ ଲକ୍ଷ୍ନୌ ପରାଜୟରୁ ମୁକୁଳି ପାରୁ ନାହିଁ । ତଥାପି ଆଜି ନୂଆ ଆଶା ନେଇ ଲକ୍ଷ୍ନୌ  ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳରେ ସେଭଳି ପରିବର୍ତ୍ତନ ସମ୍ଭାବନା ନାହିଁ । ବଡ଼ ଖେଳାଳିଙ୍କ ବ୍ୟାଟ୍ରୁ ମ୍ୟାଚ ବିଜୟୀ ଇନିଂସର ଆଶା ରଖିବ ଲକ୍ଷ୍ନୌ ।

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ହେବ ନାହିଁ । ଫିଲ ସଲ୍ଟ ଆହତ ହୋଇ ସ୍ୱଦେଶ ଫେରି ଯାଇଛନ୍ତି । ତେଣୁ ଜାକବ ବେଥେଲ ତାଙ୍କ ସ୍ଥାନରେ ଓପନ କରିବା ନିଶ୍ଚିତ । ଆସନ୍ତା କାଲି ଭୁବନେଶ୍ୱର କୁମାରଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି ଓ ୧୭ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ସେହିପରି ଲକ୍ଷ୍ନୌ ପେସ୍ ବୋଲର ମହସିନ ଖାନ ୩ଟି ମେଡେନ ଓଭର ବୋଲିଂ କରିସାରିଛନ୍ତି ।

ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବ । ନୂଆ ବଲ୍‌ରେ ପେସ ବୋଲର ଘାତକ ସାବ୍ୟସ୍ତ ହେବେ । ଏହି ପିଚ୍ରେ ହାରା ହାରି ସ୍କୋର ୧୬୦ ରହିଛି । ତେଣୁ ବିଶାଳ ସ୍କୋର ସମ୍ଭାବନା ନାହିଁ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ଯୋଗୁଁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।

ସମ୍ଭାବ୍ୟ ଦଳ 

ବେଙ୍ଗାଲୁରୁ : ବିରାଟ କୋହଲି, ଜାକବ ବେଥେଲ, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର(ଅଧିନାୟକ), ଜିତେଶ ଶର୍ମା, ଟିମ ଡେଭିଡ୍, ରୋମାରିଓ ସେଫର୍ଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ସୂୟାଶ ଶର୍ମା, ରସିକ ସଲାମ ।

ଲକ୍ଷ୍ନୌ : ମିଚେଲ ମାର୍ଶ, ଜୋସ ଇଂଲିଶ, ନିକୋଲାସ ପୂରନ, ରିଷଭ ପନ୍ତ(ଅଧିନାୟକ), ଆଡେନ ମାରକ୍ରମ, ଅକ୍ସତ ରଘୁବଂଶୀ, ହିମତ ସିଂହ, ମହମ୍ମଦ ସାମି, ମହସିନ ଖାନ, ଅଭେଶ ଖାନ, ପ୍ରିନ୍ସ ଯାଦବ, ଏମ ସିଦ୍ଧାର୍ଥ ।

Tags: cricket newsIPL 2026Lsg vs rcb
ShareTweetShareSend
Sanchar Live

Sanchar Live

Next Post
ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ

ସିସିଟିଭିରେ ରଙ୍ଗ ସ୍ପ୍ରେ କରି ଏଟିଏମ୍‌ ଲୁଟିନେଲେ ଦୁର୍ବୃତ୍ତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଫାରୋସ୍ କପ୍୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ
  • ପୁରୀରେ ସମୁଦ୍ର ଅଶାନ୍ତ, ଲାଗିଲା ନାଲି ପତାକା
  • ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ମହାଲଢେଇ
  • ବଙ୍ଗୋପସାଗରରେ ଗଭୀର ଅବପାତ ସମ୍ଭାବନା, ପ୍ରବଳ ଛେଚିବ
  • ମଧ୍ୟପ୍ରଦେଶ ଅଘଟଣ: ଏକସଙ୍ଗେ ଜଳିଲା ୭ ଜୁଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.