Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ଟିକେଟ ବଣ୍ଟାକୁ ନେଇ ହରିୟାଣା ବିଜେପିରେ ବିଦ୍ରୋହ

Sanchar Live by Sanchar Live
September 6, 2024
in ରାଜନୀତି
0
ଟିକେଟ ବଣ୍ଟାକୁ ନେଇ ହରିୟାଣା ବିଜେପିରେ ବିଦ୍ରୋହ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ଦିନକୁ ଦିନ ଜଟିଳ ସ୍ଥିତିକୁ ଯାଉଛି ହରିୟାଣା ବିଜେପି । ଟିକେଟ ବଣ୍ଟନକୁ ନେଇ ଦଳରେ ବିଦ୍ରୋହ ସୃଷ୍ଟି ହୋଇଥିବା ବେଳେ ଅନେକ ନେତା, ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି । ଗତକାଲି ଦଳରୁ ଇସ୍ତଫା ଦେଇଥିବା ୨୦ରୁ ଅଧିକ ନେତା ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିବେ ନଚେତ ଅନ୍ଯ ଦଳକୁ ଯିବେ ବୋଲି ସଙ୍କେତ ମିଳିଛି ।

୯୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ବିଜେପି ୬୭ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦଳ ଛାଡ଼ିଥିବା ନେତାଙ୍କ ମଧ୍ଯରେ ଅଛନ୍ତି, ଲକ୍ଷ୍ଣଣ ନାପା, କରଣ ଦେବ କମ୍ବୋଜ, ଅମିତ ଜୈନ, ଶମଶେର ଗିଲ, ସୁଖବିନ୍ଦର ମଣ୍ଡି, ଆଦିତ୍ଯ ଚୌଟାଲା, ଆଶୁ ଶେରା, ସବିତା ଜିନ୍ଦଲ, ତରୁଣ ଜୈନ ଭଳି ଅନେକ ପ୍ରମୁଖ ନେତା । ଏମାନଙ୍କ ମଧ୍ୟରୁ କିଛି ନେତା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଉଥିବା ଶୁଣିବାକୁ ମିଳୁଛି ।

ଇସ୍ତଫା ଦେଇଥିବା ନେତା ରଣଜୀତ ଚୌଟାଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲଙ୍କ ପୁଅ । ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ରଣଜିତ । ମୁଖ୍ଯମନ୍ତ୍ରୀ ନାୟବ ସିଂ ସୈନି ଲାଡବା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ଅନିଲ ବିଜ ଅମ୍ବାଲା ସିଟରୁ ପ୍ରାର୍ଥୀ ହୋଇଛନ୍ତି । ସେପଟେ କଂଗ୍ରେସରେ ସାମିଲ ହୋଇଥିବା ରେସଲର ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ ଟିକେଟ ପାଇବା ଏକରକମ ନିଶ୍ଚିତ  ହୋଇଛି । ଭିନେଶଙ୍କୁ ଜୁଲାନା ଓ ପୁନିଆଙ୍କୁ ବାଦଲି ଆସନ ମିଳିବା ଏକରକମ ନିଶ୍ଚିତ ବୋଲି ସୂଚନା ମିଳିଛି ।

Tags: bjphariyana
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ୫ ଦିନ ପ୍ରବଳ ବର୍ଷା

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.