Thursday, February 26, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି

Sanchar Live by Sanchar Live
February 26, 2026
in ଭାରତ
0
ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି

Oplus_0

0
SHARES
30
VIEWS
FacebookTwitter

ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି । ଅଭିଯୁକ୍ତ ପ୍ରେମିକ ଫେରାର। ବିହାର ବକସର ସହରରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ଏକ ବିବାହ ଉତ୍ସବ ଆୟୋଜିତ ହେଉଥିବାବେଳେ ଜଣେ ବ୍ୟକ୍ତି ହଠାତ ମଣ୍ଡପ ଉପରକୁ ଆସି କନ୍ୟାକୁ ଗୁଳି ଚଳାଇଥିବା ଜଣାପଡିଛି । କନ୍ୟାର ପେଟରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାରଣାସୀସ୍ଥିତ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଆରତୀ କୁମାର ଓ ତାଙ୍କ ବର ମଣ୍ଡପରେ ଉପସ୍ଥିତ ଥିବାବେଳେ ହଠାତ ଜଣେ ଯୁବକ ଆରତିଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ।

ଗୁଳିଟି ତାଙ୍କ ପେଟରେ ବାଜିଥିବାବେଳେ ସେ ତଳେ ପଡିଯାଇଥିଲେ । ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି । ଦୀନବନ୍ଧୁ ଆରତିଙ୍କୁ ଏକତରଫା ଭାବେ ପ୍ରେମ କରୁଥିଲେ । ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାରେ ଆଉ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Tags: biharcrimefiringlovecase
ShareTweetShareSend
Sanchar Live

Sanchar Live

Next Post
ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ‘ନିର୍ମଳ’ ସୁନ୍ଦରଗଡ ଏବଂ ଝାରସୁଗୁଡ଼ାରେ ଗ୍ରାମୀଣ ୱାଶ ଭିତ୍ତିଭୂମିକୁ ପ୍ରୋତ୍ସାହନ ଦେଉଛି
  • ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି
  • ଲୋକାୟୁକ୍ତଙ୍କ ଅଫିସରେ କେମିତି ଲାଗିଲା ନିଆଁ ?
  • ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ : ମାର୍ଚ୍ଚ ୫ ଯାଏଁ ନାମାଙ୍କନ, ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର
  • ଏନକାଉଣ୍ଟରରେ ୨ ମାଓବାଦୀ ନିପାତ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.