Sunday, February 15, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଭାରତ-ପାକ୍ ମହାଲଢେଇ

Sanchar Live by Sanchar Live
February 15, 2026
in କ୍ରୀଡ଼ା
0
ଆଜି ଭାରତ-ପାକ୍ ମହାଲଢେଇ
0
SHARES
3
VIEWS
FacebookTwitter

ଆଜି ଟି ଟ୍ବେଣ୍ଟି ବିଶ୍ୱକପର ମହାସଂଗ୍ରାମ । ଭାରତ-ପାକ୍ ମହାଲଢେଇ। କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଚୀର ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ।  ଆମେରିକା ଓ ନାମ୍ବିଆ ଠାରୁ ଶାନଦାର ବିଜୟ ପରେ ଏବେ ଭାରତର ଟାର୍ଗେଟ ପାକିସ୍ତାନ । ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଛି ୮ଥର ମୁକାବିଲା ।  ଗୋଟିଏ ମ୍ୟାଚକୁ ଛାଡିଦେଲେ ଅନ୍ୟ ସବୁ ମ୍ୟାଚରେ ପାକକୁ ଧୋଇଛି ଟିମ୍ ଇଣ୍ଡିଆ । ଆର ପ୍ରେମଦାସା ଷ୍ଟାଡିମୟରେ ଭାରତର ପଲ୍ଲା ଭାରୀ ।  ଦମଦାର ବ୍ୟାଟିଂ ଏବଂ ଶକ୍ତିଶାଳୀ ବୋଲିଂ ଆକ୍ରମଣ ଭାରତର ଶକ୍ତି। ପାକିସ୍ତାନର ଶକ୍ତି ଦ୍ରୁତ ବୋଲର ଏବଂ ଟପ୍-ଅର୍ଡର ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ।

କିନ୍ତୁ ନିରନ୍ତର ଭଲ ପ୍ରଦର୍ଶନ ନ କରିପାରିବା ଦଳର ବଡ଼ ଦୁର୍ବଳତା । ରବିବାର ମ୍ୟାଚରେ ​ଉସମାନ ତାରିକ୍ ଟ୍ରମ୍ପ କାର୍ଡ ହେବେ ବୋଲି କହିଛନ୍ତି ପାକିସ୍ତାନ କ୍ୟାପଟେନ୍ ।  ଇତିହାସକୁ ଦେଖିଲେ ୨୦୦୯ରୁ ଭାରତ ଏଠାରେ ୧୫ଟି ଟି ଟ୍ବେଣ୍ଟି ଖେଳି ୧୧ଟି ଜିତିଛି ଓ ୪ଟି ହାରିଛି । ୨୦୧୨ ଟି ଟ୍ବେଣ୍ଟି ବିଶ୍ୱକପରେ ଦଳ ୫ଟି ମ୍ୟାଚ୍ ଖେଳି ୪ଟିରେ ଜିତିଥିଲା । ଦଳକୁ ଏକମାତ୍ର ପରାଜୟ ଅଷ୍ଟ୍ରେଲିଆ ଠାରୁ ମିଳିଥିଲା ।

ଆୟୋଜକ ଶ୍ରୀଲଙ୍କାକୁ ଛାଡ଼ି ଦେଲେ କେବଳ ଅଷ୍ଟ୍ରେଲିଆ ହିଁ ଭାରତକୁ ଏଯାଏ ପ୍ରେମଦାସାରେ ହରାଇପାରିଛି । ତେବେ ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା ।  ପାଣିପାଗ ବିଭାଗ କଲମ୍ବୋରେ ବର୍ଷା ସତର୍କତା ଜାରି କରିଛି । ଯଦି ମ୍ୟାଚ୍ ବାତିଲ ହୁଏ ତେବେ ଭାରତ ଏବଂ ପାକିସ୍ତାନର ୫ ପଏଣ୍ଟରେ ପହଞ୍ଚିବେ।  ଉଭୟ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

Tags: indiapakistant20 world cup
ShareTweetShareSend
Sanchar Live

Sanchar Live

Next Post
ଘରୁ ଡାକି ପୁଅ ଆଗରେ ବାପାକୁ ମାରିଲେ ଖଣ୍ଡା ଚୋଟ

ଘରୁ ଡାକି ପୁଅ ଆଗରେ ବାପାକୁ ମାରିଲେ ଖଣ୍ଡା ଚୋଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଏପ୍ରିଲ ୨୨ରେ ଖୋଲିବ କେଦାରନାଥ
  • ଆଗାମୀ ଦିନରେ ଆହୁରି ୪୫ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ନିଷ୍ପତ୍ତି
  • ହଜିଲା ପୁଅକୁ ୨ ମାସ ପରେ ଫେରି ପାଇଲା ମା’
  • ଘରୁ ଡାକି ପୁଅ ଆଗରେ ବାପାକୁ ମାରିଲେ ଖଣ୍ଡା ଚୋଟ
  • ଆଜି ଭାରତ-ପାକ୍ ମହାଲଢେଇ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.