Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଗଣେଶ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି ମେଲୋଡ଼ି ପାର୍ଟି

Sanchar Live by Sanchar Live
September 4, 2024
in ଓଡିଶା
0
ଗଣେଶ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି ମେଲୋଡ଼ି ପାର୍ଟି
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଆଗକୁ ଆସୁଛି ପୂଜା ଋତୁ । ଡିଜେ ବ୍ଯାନ ପରେ ଏବେ ମେଲୋଡ଼ି ଉପରେ ଫୋକସ କରିଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଚଳିତ ପୂଜା ଋତୁରେ ଧମାଲ କରିବ ଅର୍କ୍ରେଷ୍ଟା ସୁର୍ ତରଙ୍ଗ। ଏ ନେଇ ଭୁବନେଶ୍ୱର ଲିଂଗିପୁର ରିଅରସେଲ କ୍ୟାମ୍ପ ପୁରା ଚଳଚଞ୍ଚଳ । ଚାଲିଛି ଜୋରଦାର ରିହର୍ସାଲ। ଚଳିତ ବର୍ଷ ପୂଜା ବଜାରକୁ ନୂଆ ରଙ୍ଗ ନୂଆ ରୂପ ସହ ଅର୍କେଷ୍ଟ୍ରାରେ କମାଲ କରିବେ ମେଲୋଡି କୁଇନ ଇରା ମହାନ୍ତି । ତାଙ୍କ ସହ ଅଛନ୍ତି ଓଲିଉଡ ଜଗତର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ଲେ ବ୍ୟକ୍ ସିଙ୍ଗର ପ୍ରଦୀପ ପଲାଇ, ସିଙ୍ଗର ସୁଶ୍ରୀ ସୌମ୍ୟା ଓ ଅନ୍ୟ କଣ୍ଠଶିଳ୍ପୀ । ସମସ୍ତେ ଭଲ ପରଫକମାନ୍ସ ଦେବା ସହ ଦର୍ଶକଙ୍କୁ ମନ ଓ ହୃଦୟକୁ ଛୁଇଁ ପାରିବେ ବୋଲି କହିଛନ୍ତି । ଭଜନ, ଓଲିଉଡ଼ ଓ ବଲିଉଡ ଗୀତ ଓ ଆଧୁନିକ ଗୀତ ସହ ଦେଶାତ୍ମକ ଗୀତ କୁ ଜୋରଦାର ପ୍ରସ୍ତୁତି ଚାଲିଛି ।

Tags: bhubaneswarganesh puja
ShareTweetShareSend
Sanchar Live

Sanchar Live

Next Post
ଆସୁଛି ଆଉ ଏକ ଲଘୁଚାପ, ୪ରୁ ପ୍ରବଳ ବର୍ଷିବ

ଗଣେଶ ପୂଜାରେ ଭିଜିବ ଅଧା ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.