Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ଼ ଅପଡେଟ୍

Sanchar Live by Sanchar Live
November 28, 2025
in ଭାରତ
0
ଆଧାରକାର୍ଡ ନିୟମକୁ ନେଇ ଆସିଲା ବଡ଼ ଅପଡେଟ୍
0
SHARES
36
VIEWS
FacebookTwitter

ଆଧାର କାର୍ଡକୁ ନେଇ ଏକ ଅପଡେଟ୍ ସାମ୍ନାକୁ ଆସିଛି । ବର୍ଥ ସାର୍ଟିଫିକେଟ୍ ଆବେଦନ କରିବା ପାଇଁ ଆଧାରକାର୍ଡର ଆବଶ୍ୟକ ପଡିବନାହିଁ ।  ଯୋଜନା ବିଭାଗ ଏ ସମ୍ପର୍କରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାର ଆଧାର କାର୍ଡ ସମ୍ପର୍କରେ ସମାନ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, ମହାରାଷ୍ଟ୍ରରେ ବିଳମ୍ବିତ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଆଧାର କାର୍ଡ ଆଉ ଏକ ଡକ୍ୟୁମେଣ୍ଟ ଭାବରେ ବୈଧ ହେବ ନାହିଁ । କେବଳ ମହାରାଷ୍ଟ୍ରରେ ନୁହେଁ ଏହି ନିୟମ ଉତ୍ତରପ୍ରଦେଶରେ ମଧ୍ୟ ଜାରି ହୋଇଛି । ବେଆଇନ ଉଦ୍ଦେଶ୍ୟରେ ଡୁପଲିକେଟ୍ ବର୍ଥ ଏବଂ ଡେଥ୍ ସାର୍ଟିଫିକେଟକୁ ରୋକିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏଥିସହ ରାଜସ୍ୱ ମନ୍ତ୍ରୀ ଚନ୍ଦ୍ରଶେଖର ବାୱଙ୍କୁଲେ ଆଧାର କାର୍ଡ ବ୍ୟବହାର କରି ଜାରି କରାଯାଇଥିବା ସମସ୍ତ ସନ୍ଦିଗ୍ଧ ପ୍ରମାଣପତ୍ରକୁ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବ୍ୟତୀତ ଏହି ପ୍ରମାଣପତ୍ର ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ରାଜସ୍ବ ବିଭାଗ ସମସ୍ତ ତହସିଲଦାର, ଉପ-ବିଭାଗୀୟ ଅଧିକାରୀ, ଜିଲ୍ଲା କମିଶନର ଏବଂ ବିଭାଗୀୟ କମିଶନରଙ୍କୁ 16-ସୂତ୍ରୀ ଯାଞ୍ଚ ନିର୍ଦ୍ଦେଶାବଳୀ ଜାରି କରିଛି ।

Tags: Adharcardnew rule
ShareTweetShareSend
Sanchar Live

Sanchar Live

Next Post
ଅଡ଼ୁଆରେ ମନ୍ମଥ ରାଉତରାୟ, ଗିରଫ କରିପାରେ ସାଇବର ଥାନା ପୋଲିସ

ଅଡ଼ୁଆରେ ମନ୍ମଥ ରାଉତରାୟ, ଗିରଫ କରିପାରେ ସାଇବର ଥାନା ପୋଲିସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.