Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ବଢ଼ିଲା କମର୍ସିଆଲ ଗ୍ୟାସ ଦର

Sanchar Live by Sanchar Live
September 1, 2024
in ଭାରତ
0
ବଢ଼ିଲା କମର୍ସିଆଲ ଗ୍ୟାସ ଦର
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ସେପ୍ଟମ୍ବର ପହିଲା ଅର୍ଥାତ ଆଜିଠୁ ମହଙ୍ଗା ହେଉଛି ଏଲପିଜି ସିଲିଣ୍ଡର । ତୈଳ ମାର୍କେଟିଂ କମ୍ପାନୀ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଘରୋଇ ସିଲିଣ୍ଡରରେ କୌଣସି ମୂଲ୍ୟ ବୃଦ୍ଧି ହୋଇନାହିଁ । ଯଦି ଆପଣ ଆଇଓସିଏଲର ଓ୍ବେବସାଇଟକୁ ଦେଖିବେ ତାହେଲେ ଜାଣିପାରିବେ । ଦିଲ୍ଲୀରୁ ମୁମ୍ବାଇ ସମସ୍ତ ବାଣିଜ୍ୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି । ରବିବାର ସକାଳ ୬ଟାରୁ ଏହି ନୂଆ ବର୍ଦ୍ଧିତ ମୂଲ୍ୟ ଲାଗୁ ହେଉଛି । ସିଲିଣ୍ଡର ପିଛା ୩୯ ଟଙ୍କା ଅଧିକ ଦେବାକୁ ପଡ଼ିବ ।

କେଉଁ ରାଜ୍ୟରେ କେତେ ଟଙ୍କା

ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୧୬୫୨.୫୦ ପଇସାରୁ ୧୬୯୧.୫୦ କୁ ବୃଦ୍ଧି କରାଯାଇଛି । କୋଲକାତାରେ ୧୭୬୪.୫୦ରୁ ୧୮୦୨.୫୦ କୁ ବୃଦ୍ଧି କରାଯାଇଛି । ତେବେ ଦିଲ୍ଲୀରେ ୩୯ ଟଙ୍କା ବୃଦ୍ଧି ପାଇଥିବାବେଳେ କୋଲକାତାରେ ୩୮ ଟଙ୍କା ବଢ଼ିଛି ।

 

Tags: commercial gaslpg
ShareTweetShareSend
Sanchar Live

Sanchar Live

Next Post
ଆନ୍ଧ୍ରପ୍ରଦେଶରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶରେ ଭୂସ୍ଖଳନ, ୮ଜଣଙ୍କ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.