ସଂଚାର ବ୍ୟୁରୋ: ବଡ଼ ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ପଣ୍ଡିତ ମହାସଭାରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ୨୮ ତାରିଖ ତୁଳା ଲଗ୍ନରେ ୧୧ଟା ୯ରୁ ୧୧ଟା ୨୩ ଯାଏଁ ଶୁଭ ଲଗ୍ନ ବାହାରିଛି । ୧୦ଟାରୁ ୧୦ଟା ୫୦ ମଧ୍ୟରେ ବାହାରିବ ପାହୁର ଯାତ୍ରା । ଲଗ୍ନ ଅନୁସାରେ ସୋନପୁର ଗଡ଼ଜାତ ଅଧିବାସୀ ଖାଇବେ ନବାନ୍ନ ।
© 2024 Sanchar News