Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କୋଲକାତା ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସିବିଆଇ ଓ କେନ୍ଦ୍ର ଉପରେ ବର୍ଷିଲେ ମମତା

Sanchar Live by Sanchar Live
August 28, 2024
in ଭାରତ
0
କୋଲକାତା ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସିବିଆଇ ଓ କେନ୍ଦ୍ର ଉପରେ ବର୍ଷିଲେ ମମତା
0
SHARES
8
VIEWS
FacebookTwitter

ସଂଚାର ବ୍ୟୁରୋ:  କୋଲକାତା ଦୁଷ୍କର୍ମ ଓ ହତ୍ଯା ଘଟଣାରେ ସିବିଆଇ ଓ କେନ୍ଦ୍ର ଉପରେ ବର୍ଷିଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। ? ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ମଣିପୁର କ୍ଷେତ୍ରରେ ବିଜେପି ନୀରବ କାହିଁକି ବୋଲି କରିଛନ୍ତି ପ୍ରଶ୍ନ। ବିଜେପି ନ୍ୟାୟ ଚାହେଁ ନାହିଁ ବରଂ ରାଜ୍ଯରେ ଅସ୍ଥିରତା ଓ ଅରାଜକତା ଚାହେଁ। ରାଜ୍ଯ ସରକାର ବିଧାନସଭା ଅଧିବେଶନ ଡାକିବେ ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ଯୁ ଦଣ୍ଡ ଲାଗି ଉଦ୍ଦିଷ୍ଟ ଏକ ବିଲ୍ ଆଗତ କରିବେ ବୋଲି ସେ କହିଛନ୍ତି।
କୋଲକାତା ଦୁଷ୍କର୍ମ ଓ ହତ୍ଯା ଘଟଣାରେ କଣ କରୁଛି ସିବିଆଇ? ୧୬ ଦିନ ପରେ ବି କାହିଁକି ତଦନ୍ତରେ ଆଗକୁ ଯାଇନି ସବିଆଇ? ଉତ୍ତରପ୍ରଦେଶ, ରାଜସ୍ଥାନ, ଆସାମ, ମଣିପୁର କ୍ଷେତ୍ରରେ ବିଜେପି ନୀରବ କାହିଁକି? ପୀଡିତ ପରିବାରଙ୍କୁ ନ୍ୟାୟ ଦେବା ବଦଳରେ ମାମଲାକୁ ବିଳମ୍ବ କରିବାକୁ ଚାହୁଁଛି କି ସିବିଆଇ? ଟିଏମସି ଚାହୁଁଛି ଅଭିଯୁକ୍ତକୁ ଫାଶୀ ଦଣ୍ଡ ହେଉ। ମାତ୍ର ବିଜେପି ଏହା ଚାହୁଁନାହିଁ କି ? ରାଜ୍ଯକୁ ଅଶାନ୍ତ କରିବାକୁ ମସୁଧା କରିଛି କି ବିଜେପି ? ବିଜେପି ନ୍ୟାୟ ଚାହେଁ ନାହିଁ ବର ରାଜ୍ଯରେ ଅସ୍ଥିରତା ଓ ଅରାଜକତା ଚାହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ। କୋଲକାତା ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବାବେଳେ ମମତା କହିଛନ୍ତି- ଗତ ୨୭ ତାରିଖରେ ବିଜେପି ସମର୍ଥିତ ଛାତ୍ର ସଂଗଠନ ନବାନ୍ନ ଘେରାଉ ନାମରେ ଅରାଜକତା ସୃଷ୍ଟି କରିଥିଲା।

ଆଜି ବିଜେପି ୧୨ ଘଣ୍ଟିଆ ବନ୍ଦ କରିଛି। ଆମେ ନ୍ୟାୟ ଚାହୁଁ ଏବଂ ଅଭିଯୁକ୍ତକୁ ଫାଶୀଦଣ୍ଡ ଚାହୁଁ। ରାଜ୍ଯକୁ ବଦନାମ କରିବା ଲାଗି ବିଜେପି ଚାହୁଁଛି। ସେମାନେ ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି ବୋଲି କହିଛନ୍ତି ମମତା। ରାଜ୍ଯ ସରକାର ବିଧାନସଭା ଅଧିବେଶନ ଡାକିବେ ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ଯୁ ଦଣ୍ଡ ଲାଗି ଉଦ୍ଦିଷ୍ଟ ଏକ ବିଲ୍ ଆଗତ କରିବେ। ଏହି ବିଲରେ ଦୁଷ୍କର୍ମକାରୀଙ୍କୁ ସାତଦିନ ମଧ୍ଯରେ ଫାଶୀଦଣ୍ଡ ଦେବା ଲାଗି ବ୍ଯବସ୍ଥା ରହିବ। ବିଭିନ୍ନ ଏଜେନ୍ସି ଜରିଆରେ ବିଜେପି ଦବଦବା ଦେଖାଉଛି।

ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୋଧରେ ପଦକ୍ଷେପ ନିଆଗଲା ନାହିଁ ମାତ୍ର ଦିଲ୍ଲୀରେ ମାମଲା କାହିଁକି ଦାୟର ହେଲା ବୋଲି ପ୍ରଶ୍ନ କରିଛନ୍ତି ମମତା। ରାଜ୍ଯରେ ଆନ୍ଦୋଳନବେଳେ ପୋଲିସ ଉପରେ ଆକ୍ରମଣ ହୋଇଛି, ଗାଡି ଜାଳିଦିଆଯାଇଛି। ଇଡି ଓ ଅନ୍ଯ ସଂସ୍ଥାକୁ ବ୍ଯବହାର କରାଯାଇଛି। ଟିଏମସିର ଛାତ୍ରଶାଖାର ପ୍ରତିଷ୍ଠା ଦିବସକୁ ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଦେଶ୍ଯରେ ଉତ୍ସର୍ଗ କରିଥିଲେ ମମତା ବାନାର୍ଜୀ। ଆସନ୍ତା ଅଗଷ୍ଟ ୩୧ରେ ମୃତ୍ଯୁଦଣ୍ଡ ଦାବିରେ ଆନ୍ଦୋଳନ ଓ ସେପ୍ଟେମ୍ବର ୧ରେ ଏସଂକ୍ରାନ୍ତ ଆଇନ ଲାଗି ଆନ୍ଦୋଳନରେ ସାମିଲ ହେବା ଲାଗି ଆହ୍ବାନ ଦେଇଛନ୍ତି ମମତା। ଯଦି ପଶ୍ଚିମବଙ୍ଗ ପ୍ରଭାବିତ ହୁଏ ତେବେ ଏହାର ସାଇଡ଼ଇଫେକ୍ଟ ପଡୋଶୀ ରାଜ୍ଯ ଓଡିଶା, ଝାଡଖଣ୍ଡ, ବିହାର, ଆନ୍ଧ୍ରରେ ମଧ୍ଯ ପଡିବ ବୋଲି ଚେତାଇଛନ୍ତି ମମତା।

Tags: mamata banarjeeWestbengal
ShareTweetShareSend
Sanchar Live

Sanchar Live

Next Post
ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ  କଲା IMA

ସନ୍ଦୀପ ଘୋଷଙ୍କୁ ସସ୍‌ପେଣ୍ଡ  କଲା IMA

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.