Sunday, August 3, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ

Sanchar Live by Sanchar Live
August 3, 2025
in ଜୀବନ ଶୈଳୀ
0
ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
0
SHARES
1
VIEWS
FacebookTwitter

ଜଳ ହିଁ ଜୀବନ, ଯେପରି କୁହାଯାଏ । ଜଳ ବିନା ପଶୁ, ପକ୍ଷୀ, ଜୀବଜନ୍ତୁ କେହିବି ବଚିଂବା ସମ୍ଭବ ନୁହେଁ । ସମୟ ବଦଳିବା ସହ ଯେଉଁ ପ୍ରାକୃତିକ ଉତ୍ସରୁ ଆମେ ପାଣି ପାଉଛେ ତାକୁ ବଦଳାଯାଇଛି ଆମେ ପାଣିକୁ ଗୋଟିଏ ଜାଗାରେ ସ୍ଥିର ଭାବରେ ପାଇ ପାରିଛନ୍ତି । ପାଣିକୁ ଆମ ଅନୁସାରେ ରଖିପାରୁଛନ୍ତି, ପିଇ ପାରୁଛନ୍ତି ଏବଂ ତାକୁ ଆବଶ୍ୟକତା ଅନୁସାରେ ଆମେ ବ୍ୟବହାର କରିପାରୁଛନ୍ତି । ଯେତିମି ଶୀତ ସମୟରେ ଗରମ ପାଣି ଓ ଅଧିକ ଗରମ ସମୟରେ ଥଣ୍ଡା ପାଣି ପିଉଛନ୍ତି ।

ହେଲେ ଏବେ ଗରମ ପାଣି ପିଇବା ଗୋଟିଏ ଫେସନ ହେଇଯାଇଛି । କାରଣ ସମସ୍ତଙ୍କୁ ପତଳା ହବାର ନିଶା ଧରିଛି । ଅଉ ଅନେକ ଡାଇଟିସିଆନ ମଧ୍ୟ ସକାଳେ ଗରମ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି । ଏମିତି ତ କିଛି ଲୋକଙ୍କର ଅଭ୍ୟାସ ରହିଛି କି ସକାଳୁ ଉଠିଲା ମାତ୍ରେ ଖାଲି ପେଟରେ ଗରମ ପାଣି ପିଇବା । ଆମେ ଜାଣିଛନ୍ତି ଯେ ଗରମ ପାଣି ପିଇବା ଦ୍ଵାରା ଅନେକ ଶାରୀରିକ ଉପକାର ମିଳେ, ଯେମିତିକି ଓଜନ କମିଥାଏ, ଥଣ୍ଡା ଜନିତ ରୋଗ ଦୂର ହୋଇଥାଏ । ତାହା ସହ ଗରମ ପାଣି ପିଇବା ଦ୍ଵାରା ଶରୀରର ଉତ୍ତାପ ବଢିଥାଏ ଯାହାଦ୍ଵାରା ଝାଳ ଅଧିକ

ବାହାରିଥାଏ, ଆଉ ସ୍କିନ ମଧ୍ୟ ଭଲ ରହିଥାଏ, ଏମିତି ଅନେକ କଥା ଆମେ ଜାଣିଛେ । ଆହୁରି ରୋଗ ପ୍ରତିରୋଧକଶକ୍ତି ବଢିଥାଏ ବୋଲି ଆମେମାନେ ସମସ୍ତେ ଜାଣିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ଡାକ୍ତର ମାନେ ଯେଉଁ ରିପୋର୍ଟ ଦେଉଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି । ଆମେ ସମସ୍ତେ ଜାଣିଛନ୍ତି ଯେକୌଣସି ଜିନିଷକୁ ଅତ୍ୟଧିକ ବ୍ୟବହାର କରିବା ତାହା କ୍ଷତି କାରକ । ଠିକ୍ ସେହିପରି ଯଦି ଆପଣ ଅତ୍ୟଧିକ ପରିମାରେ ଗରମ ପାଣି ସେବନ କରୁଛନ୍ତି କିମ୍ଵା ଲଗାତାର ଗରମ ପାଣି ସେବନ କରୁଛନ୍ତି ତେବେ ଆପଣ ଗୁରୁତର ସ୍ୱାସ୍ଥ୍ୟ ମସସ୍ୟା ଦେଇ ଗତି କରିପାରନ୍ତି । କିଛି ଲୋକ ଅଛନ୍ତି ଯେଉଁମାନେ ଶୀତ ଦିନରେ ଗରମ ପାଣିରେ ଗାଧୋଇବା, ଗରମ ପାଣି ପିଇବା ଓ ମୁହଁ ଧୋଇବା ଭଳି କାର୍ଯ୍ୟକରିଥାନ୍ତି ।

ଅଧିକ ଗରମ ପାଣିର ବ୍ୟବହାର କ’ଣ କ୍ଷତି ଘଟାଉଛି ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଆମ ବ୍ରେନରେ ଯେଉଁ ସେଲଗୁଡିକ ଅଛି ଅତ୍ୟଧିକ ଗରମ ପାଣି ପିଇବା ଦ୍ଵାରା ଏଗୁଡିକ ମାତ୍ରଧିକ ପ୍ରଭାବିତ ହୋଇଥାଏ ଏବଂ ଶରୀରକୁ ସେହି ଅନୁସାରେ ସନ୍ତୁଳନ ରଖିବାରେ ସହାୟକ ହୋଇପାରେ ନାହିଁ ।

ଏହାଛଡ଼ା କୁହାଯାଏ ଯେ ଆମ ଶରୀରରେ ଯେଉଁ ୬୦ ପ୍ରତିଶତ ଜଳର ପରିମାଣ ଅଛି ଗରମ ପାଣି ପିଇବା ଦ୍ଵାରା ଏହା ଇିନ୍‌ବାଲାନ୍ସ ହୁଏ ବା ଆମ ଶରୀରରେ ଯେତିକି ମାତ୍ରାରେ ଜଳ ରହିବା ଆବଶ୍ୟକ ତାହା ରହିନଥାଏ । ଆହୁରି ମଧ୍ୟ ଯଦି ଅଧିକ ଗରମ ପାଣି ପିଉଛନ୍ତି ତେବେ ମାଉଥ୍ ଅଲସର ଅର୍ଥାତ ପାଟିରେ ଛୋଟ ଛୋଟ ଘା’ ବାହାରିବ ଯାହା ଆପଣଙ୍କୁ ଖାଇବାରେ ଅସୁବିଧାରେ ପକେଇବ ।

ଆଉ ଏକ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ଡାକ୍ତରମାନେ କହୁଛନ୍ତି କି ଅଧିକ ଗରମ ପାଣି ପିଇବା ଦ୍ଵାରା ଶୋଷ ହେବା ବନ୍ଦ ହୋଇଯାଏ । ତେବେ ଆମ ଶରୀରକୁ ପ୍ରତିଦିନ ଯେତିକି ଜଳର ଆବଶ୍ୟକ ଥିବ ତାହା ପୂରଣ ହେବ ନାହିଁ । ତା’ପରେ ଆମ ଶରୀରରେ ଅନେକ ସମସ୍ୟ ଦେଖାଦେବ । ଯଦି ଆପଣ ବି ପ୍ରତିଦିନ ଗରମ ପାଣି ପିଉଛନ୍ତି ସାବଧାନ ରୁହନ୍ତୁ । ନଚେତ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କେତେ ପରିମାଣରେ ଗରମ ପାଣି ପିଇଲେ ଶରୀର ସୁସ୍ଥ ରହିବ… ସେହି ଅନୁସାରେ ପାଣି ସେବନ କରନ୍ତୁ ।

Tags: hot waterlifestyle
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧିକ ପାଣି ପିଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ
  • ଆଉ ଡବ୍ଲୁସିଏଲ୍ ଖେଳିବନି ପାକିସ୍ତାନ
  • ବେଆଇନ ହଷ୍ଟେଲ ତୁରନ୍ତ ବନ୍ଦ କରିବାକୁ ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଦାବିପତ୍ର
  • ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ
  • ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣା, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.