ସଂଚାର ବ୍ୟୁରୋ: ଗୁଣି ସନ୍ଦେହରେ ଯୁବକକୁ ମାରି ଡ୍ୟାମରେ ଫିଙ୍ଗିଦେଲେ । ମୋହନା ଥାନା ରlଚାଗୁଡା ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ମୃତକ ହେଲେ ଗୋପାଳ ମଳିଜ । ହତ୍ୟା ପରେ ଅଡବା ହରଭଙ୍ଗୀ ଡ୍ୟାମରେ ଫିଙ୍ଗିଦେଲେ ଗ୍ରାମବାସୀ । ରlଚlଗୁଡା ଓ ଗୁଞ୍ଜିମା ଗାଁର 14 ଜଣ ଅଟକ ରହିଛନ୍ତି । ୧୫ ଦିନ ତଳେ ଗାଁର ଜଣେ ମହିଳାଙ୍କ ମୃତ୍ୟୁରୁ ଗୁଣି ସନ୍ଦେହ କରାଯାଇଥିଲା ।
© 2024 Sanchar News