Friday, August 14, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

RSS ମୁଖ୍ୟ ମୋହନ ଭାଗବତଙ୍କୁ ମିଳିବ ASL ସୁରକ୍ଷା

Sanchar Live by Sanchar Live
August 28, 2024
in ଭାରତ
0
RSS ମୁଖ୍ୟ ମୋହନ ଭାଗବତଙ୍କୁ ମିଳିବ ASL ସୁରକ୍ଷା
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: RSS ମୁଖ୍ୟ ମୋହନ ଭାଗବତଙ୍କ ସୁରକ୍ଷା ବଢାଇଛନ୍ତି କେନ୍ଦ୍ର ସରକାର । ଗୃହ ମନ୍ତ୍ରଣାଳୟ ତରଫରୁ Z+ ସୁରକ୍ଷାକୁ ବଢାଇ ASL (ଆଡଭାନ୍ସ ସିକ୍ୟୁରିଟି ଲିଏଜନ) କୁ ପରିବର୍ତ୍ତନ କରାଯାଇଛି । ମୋହନ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଭଳି ସୁରକ୍ଷା ଦିଆଯାଇଛି । ଏଏସଏଲ ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମିଳିଥାଏ ।

ଖବର ମୁତାବକ, କିଛି ରାଜ୍ୟରେ ମୋହନ ଭାଗବତଙ୍କ ସୁରକ୍ଷାରେ ଅବହେଳା ଦେଖିଥିଲା ଗୃହ ମନ୍ତ୍ରଣାଳୟ । ଏହାପରେ ନୂଆ ସୁରକ୍ଷା ପ୍ରୋଟୋକଲ ପରେ କାମ କରାଯାଇଥିଲା ଏବଂ ସୁରକ୍ଷା ମଜବୁତ କରାଯାଇଥିଲା । ଭାରତର ଅନେକ ବିରୋଧୀ ସଂଗଠନ ଟାର୍ଗେଟରେ ରହିଥିଲା । ତେଣୁ ଗୃହ ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେଇଥିଲା । ସୁରକ୍ଷା ବଢାଇବା ବିଷୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୂଚନା ଦିଆଯାଇଛି । ଏବେ ନୂଆ ସିକ୍ୟୁରିଟି ପରେ ମୋହନ ଯାଦବଙ୍କ ଗସ୍ତ ପୂର୍ବରୁ ସିଆଇଏସଏଫ ଟିମ ସେଠାରେ ଉପସ୍ଥିତ ରହିବ ।

ଏଏସଏଲ ସୁରକ୍ଷା ମୁତାବକ, ଏଥିରେ ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ଏବଂ ଅନ୍ୟ ବିଭାଗ ସହିତ ସ୍ଥାନୀୟ ଏଜେନ୍ସୀ ସହଭାଗିତା ରହିବ । ତେବେ ଯେଉଁ ସ୍ଥାନକୁ ମୋହନ ଭାଗବତ ଯିବେ, ତା’ ପୂର୍ବରରୁ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ନୀରିକ୍ଷଣ କରିବ । ଏହାପରେ ଗ୍ରୀନ ସିଗନାଲ ମିଳିବା ପରେ ଘଟଣାସ୍ଥଳକୁ ଯିବାକୁ ଅନୁମତି ମିଳିବ । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଜୁନ୍‌ ୨୦୧୫ରେ ସିଆଇଏସଏଫର ୫୫ କମାଣ୍ଡର Z+ ସୁରକ୍ଷା ମିଳିଥିଲା ।

Z+ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହି ନିରାପତ୍ତାରେ ୫୫ ଟି କମାଣ୍ଡୋ ନିୟୋଜିତ, ଯେଉଁମାନେ ୨୪ ଘଣ୍ଟିଆ ସୁରକ୍ଷା ପାଇଥିବା VIP ସହିତ ରୁହନ୍ତି । ସୁରକ୍ଷା କ୍ଷେତ୍ରରେ ନିୟୋଜିତ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଯଥା NSG ର କମାଣ୍ଡୋ । ଏହି କମାଣ୍ଡୋମାନଙ୍କର ପ୍ରଶିକ୍ଷଣ ଅତ୍ୟନ୍ତ କଠୋର ଏବଂ ସେମାନେ ଆଖି ପିଛୁଳାକେ ଶତ୍ରୁକୁ ଦୂର କରନ୍ତି । କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସରେ NSG କମାଣ୍ଡୋ ଚୟନ କରାଯାଇଛି ।

Tags: als securitymohan bhagbatrss
ShareTweetShareSend
Sanchar Live

Sanchar Live

Next Post
ଡିକେ ଖେଳିବେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍

ଡିକେ ଖେଳିବେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଘରଭଡା ଦେଖିବାକୁ ଯାଉଥିଲେ ପଢନ୍ତୁ….
  • ଆନ୍ତର୍ଜାତୀୟ ବେଶ୍ୟାବୃତ୍ତି ସିଣ୍ଡିକେଟ୍ ଚଳାଇବା ଅଭିଯୋଗରେ ଲୋଲା ଗିରଫ
  • ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
  • ନିକିତା ରାୱଲଙ୍କ ଏହି ଭିଡିଓ ଭାଇରାଲ
  • ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୫ ଅଟକ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.