Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ସଞ୍ଜୟ ଦୁଷ୍କର୍ମକାରୀ, ଡିଏନଏ ରିପୋର୍ଟରେ ଆସିଲା ସାଙ୍ଘାତିକ ସତ

Sanchar Live by Sanchar Live
August 28, 2024
in ଭାରତ
0
ସଞ୍ଜୟ ଦୁଷ୍କର୍ମକାରୀ, ଡିଏନଏ ରିପୋର୍ଟରେ ଆସିଲା ସାଙ୍ଘାତିକ ସତ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: କୋଲାକାତା ଲଜ୍ଜା ସାରା ଦେଶରେ ଚର୍ଚ୍ଚା ବିଷୟ ପାଲଟିଥିବାବେଳେ କମିବାର ନାଁ ନେଉନି ବିବାଦ । ଅଭିଯୁକ୍ତ ସଞ୍ଜୟର ଡିଏନଏ ରିପୋର୍ଟ ଟେଷ୍ଟ କରାଯାଇଥିବାବେଳେ ସେ ହିଁ ଦୁଷ୍କର୍ମକାରୀ ବୋଲି ପ୍ରକାଶ ପାଇଛି । କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହି ଘଟଣାରେ ଡିଏନ୍ଏ, ଫୋରେନ୍ସିକ୍ ରିପୋର୍ଟରେ କେବଳ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟର ସଂପୃକ୍ତିକୁ ଦର୍ଶାଯାଇଛି । ଏଭଳିସ୍ଥଳରେ ସିବିଆଇ ଦିଲ୍ଲୀ ଏମ୍ସର ବିଶେଷଜ୍ଞମାନଙ୍କର ସହାୟତା ନେବ । ସେଥିରୁ ଏହି ଜଘନ୍ୟ ଅପରାଧରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ ।

ଅଦ୍ୟାବଧି ଘଟଣାରେ ଆଉ କାହାର ସଂପୃକ୍ତି ନେଇ ପ୍ରମାଣ ମିଳିନାହିଁ ବୋଲି କିଛି ରିପୋର୍ଟରେ କୁହାଯାଉଛି ।

ତେବେ ସିବିଆଇ ତଦନ୍ତରେ କୌଣସି ପ୍ରକାର ତ୍ରୁଟି ରଖିବାକୁ ଚାହୁଁନଥିବାରୁ ଏମ୍ସ ବିଶେଷଜ୍ଞମାନଙ୍କର ସହାୟତା ନିଆଯିବ । ଇତିମଧ୍ୟରେ ସିବିଆଇ କୋଲକାତାର ଏକ କୋର୍ଟରେ ପୁଲିସ ଏଏସ୍ଆଇ ଅନୁପ ଦତ୍ତଙ୍କର ପଲିଗ୍ରାଫ୍ ପରୀକ୍ଷା କରାଇବା ଲାଗି ଅନୁମତି ମାଗିଛି । ତାଙ୍କ ବିରୋଧରେ ଅପରାଧକୁ ଲୁଚାଇବା ଲାଗି ମୁଖ୍ୟ ଅଭିଯୁକ୍ତ ସଞ୍ଜୟକୁ ସହାୟତା କରିଥିବାର ଅଭିଯୋଗ ରହିଛି । ସୂଚନାଥାଉକି, ପୀଡି଼ତାଙ୍କ ପରିବାର ତାଙ୍କୁ ଗଣବଳାତ୍କାର କରାଯାଇଥିବା ସନ୍ଦେହ ପ୍ରକାଶ କରିଥିଲେ ।

Tags: kolkata casesanjay ray
ShareTweetShareSend
Sanchar Live

Sanchar Live

Next Post
RSS ମୁଖ୍ୟ ମୋହନ ଭାଗବତଙ୍କୁ ମିଳିବ ASL ସୁରକ୍ଷା

RSS ମୁଖ୍ୟ ମୋହନ ଭାଗବତଙ୍କୁ ମିଳିବ ASL ସୁରକ୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.